ମୋଦି କହିଲେ, କେଶକୁ କଲର୍‌ କରି ଧଳା କରିବାର କାରଣ…

ନୂଆଦିଲ୍ଲୀ,୧୧।୪: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ବର୍ତ୍ତମାନ ମୋଦି ଗେମିଂ ସମ୍ପ୍ରଦାୟର କିଛି ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦି ସେମାନଙ୍କୁ ଏକ କୌତୁହଳପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ନିଜ କେଶକୁ ରଙ୍ଗ କଲର୍‌ କରି ଧଳା କରନ୍ତି, ଯାହାଫଳରେ ସେ ପରିପକ୍ୱ ବ୍ୟକ୍ତି ଭଳି ଦେଖାଯା’ନ୍ତି। ଏଥିରେ ଏହ କଥା ଶୁଣି ଆଖପାଖ ଲୋକ ହସିବାକୁ ଲାଗୁଥିଲେ। ମୋଦିଙ୍କ ଏହି ଭିଡିଓ ଏପ୍ରିଲ ୧୩ ସକାଳ […] The post ମୋଦି କହିଲେ, କେଶକୁ କଲର୍‌ କରି ଧଳା କରିବାର କାରଣ… appeared first on Dharitri Odia News.

ମୋଦି କହିଲେ, କେଶକୁ କଲର୍‌ କରି ଧଳା କରିବାର କାରଣ…

ନୂଆଦିଲ୍ଲୀ,୧୧।୪: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ବର୍ତ୍ତମାନ ମୋଦି ଗେମିଂ ସମ୍ପ୍ରଦାୟର କିଛି ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦି ସେମାନଙ୍କୁ ଏକ କୌତୁହଳପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ନିଜ କେଶକୁ ରଙ୍ଗ କଲର୍‌ କରି ଧଳା କରନ୍ତି, ଯାହାଫଳରେ ସେ ପରିପକ୍ୱ ବ୍ୟକ୍ତି ଭଳି ଦେଖାଯା’ନ୍ତି। ଏଥିରେ ଏହ କଥା ଶୁଣି ଆଖପାଖ ଲୋକ ହସିବାକୁ ଲାଗୁଥିଲେ। ମୋଦିଙ୍କ ଏହି ଭିଡିଓ ଏପ୍ରିଲ ୧୩ ସକାଳ ୯.୩୦ ରେ ପ୍ରସାରଣ କରାଯିବ।

The post ମୋଦି କହିଲେ, କେଶକୁ କଲର୍‌ କରି ଧଳା କରିବାର କାରଣ… appeared first on Dharitri Odia News.