ସରିଲା ଟେଣ୍ଡର ପ୍ରକ୍ରିୟା: ଏଥର ଆସିବ ୪୩୨ ଆମ୍ବୁଲାନ

ଭୁବନେଶ୍ୱର,୧୪।୭: ୧୦୮ ଆମ୍ବୁଲାନ୍ସ ପାଇଁ ସୋମବାର ଟେଣ୍ଡର ପ୍ରକ୍ରିୟା ସରିଛି।ତେବେ କାଗଜପତ୍ର ପାଇଁ ଆଉ ସପ୍ତାହେ ଲାଗିବ। ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ସୂଚନା ଦେଇଛନ୍ତି। The post ସରିଲା ଟେଣ୍ଡର ପ୍ରକ୍ରିୟା: ଏଥର ଆସିବ ୪୩୨ ଆମ୍ବୁଲାନ appeared first on Dharitri Odia News.

ସରିଲା ଟେଣ୍ଡର ପ୍ରକ୍ରିୟା: ଏଥର ଆସିବ ୪୩୨ ଆମ୍ବୁଲାନ
ଭୁବନେଶ୍ୱର,୧୪।୭: ୧୦୮ ଆମ୍ବୁଲାନ୍ସ ପାଇଁ ସୋମବାର ଟେଣ୍ଡର ପ୍ରକ୍ରିୟା ସରିଛି।ତେବେ କାଗଜପତ୍ର ପାଇଁ ଆଉ ସପ୍ତାହେ ଲାଗିବ। ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ସୂଚନା ଦେଇଛନ୍ତି।

The post ସରିଲା ଟେଣ୍ଡର ପ୍ରକ୍ରିୟା: ଏଥର ଆସିବ ୪୩୨ ଆମ୍ବୁଲାନ appeared first on Dharitri Odia News.