ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା !

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା ! ପ୍ରଥମେ ଧମକ ଦେଲା, ତା’ ପରେ ମାରି ଟଙ୍ଗିଦେଲା ! କଳଙ୍କିତ ପ୍ରେମର ଏ ହେଉଛି ସେହି କଳଙ୍କିତା ନାୟିକା । ଯିଏ ପ୍ରେମ ପାଇଁ ଗଡ଼ାଇଛି ମୁଣ୍ଡ ଆଉ ଲିଭାଇଛି ଜଣେ ସ୍ତ୍ରୀର ସିନ୍ଦୂର ।

ଯବାନ ପ୍ରେମିକକୁ ମାରିଦେଲା ପ୍ରେମିକା !
Array