ରକ୍ତରେ ଭିଜିଲା ଲାଲଗଡ଼

ଏନ୍‌କାଉଣ୍ଟରେ ମାଓନେତା ନାମ୍ବଲା କେଶବ ରାଓ ଓରଫ ବାସବରାଜୁଙ୍କ ସମେତ ୨୮ ଜଣ ମାଓବାଦୀଙ୍କୁ ନିପାତ କରିଛି ସେନା। ଫଳରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ ।

ରକ୍ତରେ ଭିଜିଲା ଲାଲଗଡ଼
Array