ରଜପର୍ବରେ ଅଘଟଣ: ଶାଶୁ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ବ୍ୟକ୍ତି

ଆନନ୍ଦପୁର,୧୪ା୬: କେନ୍ଦୁଝର ଜିଲା ଆନନ୍ଦପୁରରେ ରଜ ପର୍ବରେ ଅଘଟଣ ଘଟିଛି। ଶାଶୁ ଏବଂ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି। ସୋସୋ ଥାନା ବାଲିବରେଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟେ ମହିଳା ଗୁରୁତର ଅବସ୍ଥାରେ ଆନନ୍ଦପୁରରୁ କଟକ ସ୍ଥାନାନ୍ତର ହୋଇଛନ୍ତି। ତେବେ ପାରିବାରିକ କଳହରୁ ଏହି ଆକ୍ରମଣ ଘଟିଥିବାବେଳେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। The post ରଜପର୍ବରେ ଅଘଟଣ: ଶାଶୁ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ବ୍ୟକ୍ତି appeared first on Dharitri Odia News.

ରଜପର୍ବରେ ଅଘଟଣ: ଶାଶୁ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ବ୍ୟକ୍ତି

ଆନନ୍ଦପୁର,୧୪ା୬: କେନ୍ଦୁଝର ଜିଲା ଆନନ୍ଦପୁରରେ ରଜ ପର୍ବରେ ଅଘଟଣ ଘଟିଛି। ଶାଶୁ ଏବଂ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି। ସୋସୋ ଥାନା ବାଲିବରେଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟେ ମହିଳା ଗୁରୁତର ଅବସ୍ଥାରେ ଆନନ୍ଦପୁରରୁ କଟକ ସ୍ଥାନାନ୍ତର ହୋଇଛନ୍ତି। ତେବେ ପାରିବାରିକ କଳହରୁ ଏହି ଆକ୍ରମଣ ଘଟିଥିବାବେଳେ ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

The post ରଜପର୍ବରେ ଅଘଟଣ: ଶାଶୁ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ବ୍ୟକ୍ତି appeared first on Dharitri Odia News.