ରଡ଼ି ଚଡି କାନ୍ଦୁଚି ଭଉଣୀ...କାନ୍ଦି କାନ୍ଦି କହୁଛି 'କାମ କରିବାକୁ ଆସିଥିଲା ମୋ ଭାଇ...ମୋ ଭାଇକୁ କିଏ ମାରିଦେଲା'

ନୟାପଲ୍ଲୀ Restro cafe କ୍ୟାଫେରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା | ମୃତ ଯୁବକ ଜଣକ ହେଉଛନ୍ତି ଅବକାଶ ମହାନ୍ତି | ଘର ଜଗତସିଂପୁର ଅଞ୍ଚଳରେ ହୋଇଥିବା ବେଳେ ସେ ୩ ମାସ ହେବ ଉକ୍ତ କ୍ୟାଫେ ରେ କାମ କରିଆସୁଥିଲେ । ଆଜି ସକାଳେ କ୍ୟାଫେ ଭିତରୁ ଅ