ରତ୍ନଭଣ୍ଡାର ଖୋଲିବା ପରେ ଉଡିଆସିଲେ ଶହ ଶହ ଚେମେଣିଆ, ସାଧାରଣରେ ନାନା ଚର୍ଚ୍ଚା

ପୁରୀ ୧୪/୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୪୬ ବର୍ଷ ପରେ ରବିବାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିଛି । ଶ୍ରୀମନ୍ଦିର ତଦାରଖ କମିଟି ସଦସ୍ୟମାନେ ରତ୍ନ ଭଣ୍ଡାର ଭିତରକୁ ପଶିବା ବେଳେ ଶହ ଶହ ସଂଖ୍ୟାରେ ଚେମେଣିଆ ବାହାରକୁ ଉଡିଆସିଥିଲେ । ଚେମେଣିଆମାନେ ବାଇଶି ପାହାଚ ଦେଇ ବାହାରକୁ  ଉଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି । ଚେମେଣିଆଙ୍କ ଉଡିବା ଦେଖି ଅନେକ କଥା ଶୁଣିବାକୁ ମିଳିଛି ।  