ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ ୪ ନାବାଳକ ସମେତ ୬ ଆହତ ହୋଇଥିଲେ। ଗୁରୁତର ନାବାଳକଙ୍କୁ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର କରାଯାଉଥିବାବେ ତାଙ୍କର ମୃତ୍ୟୁ ଘଟିଛି। The post ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ appeared first on Dharitri Odia News.

ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ

ବିନିକା,୭ା୭: ରଥଚକା ତଳେ ଚାପି ହୋଇ ଗୁରୁତର ଥିବା ନାବାଳକଙ୍କର ମୃତ୍ୟୁ ଘଟିଛି। ତେବେ ସୋମବାର କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ମୃତ୍ୟୁ ହୋଇଛି। କଂସାରୀପଡ଼ାରେ ବାହୁଡ଼ା ଯାତ୍ରା ବେଳେ ଏହି ଅଘଟଣ ଘଟିଥିଲା। ରଥଚକାରେ ଚାପି ହୋଇ ୪ ନାବାଳକ ସମେତ ୬ ଆହତ ହୋଇଥିଲେ। ଗୁରୁତର ନାବାଳକଙ୍କୁ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର କରାଯାଉଥିବାବେ ତାଙ୍କର ମୃତ୍ୟୁ ଘଟିଛି।

The post ରଥଚକା ତଳେ ଚାପି ହୋଇ ନାବାଳକଙ୍କ ମୃତ୍ୟୁ appeared first on Dharitri Odia News.