ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କର ପାଳିତ କୁକୁର ମେକ୍ସିର ମୃତ୍ୟୁ ହେବା ପରେ ସେ ପରିବାରର ଜଣେ ସଦସ୍ୟଙ୍କୁ ହରାଇଥିବା କହିଛନ୍ତି। ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କର ଭାବବିହ୍ବଳ ଲେଖା ଦେଖି ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ସାନ୍ତ୍ୱନା ଦେଉଛନ୍ତି। ଜଣେ ଅଭିନେତ୍ରୀ ହେବା ସାଙ୍ଗକୁ ରଶ୍ମୀକା ଜଣେ ପଶୁପ୍ରେମୀ। ସେ ନିଜର ବ୍ୟସ୍ତ ଦିନଚର୍ଯ୍ୟା ମଧ୍ୟରୁ ସମୟ ବାହାର କରି ନିଜର ବନ୍ଧୁ ଏବଂ ପାଳିତ […] The post ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.

ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କର ପାଳିତ କୁକୁର ମେକ୍ସିର ମୃତ୍ୟୁ ହେବା ପରେ ସେ ପରିବାରର ଜଣେ ସଦସ୍ୟଙ୍କୁ ହରାଇଥିବା କହିଛନ୍ତି। ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ତାଙ୍କର ଭାବବିହ୍ବଳ ଲେଖା ଦେଖି ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ସାନ୍ତ୍ୱନା ଦେଉଛନ୍ତି।

Rashmika Mandanna Emotional Post

ଜଣେ ଅଭିନେତ୍ରୀ ହେବା ସାଙ୍ଗକୁ ରଶ୍ମୀକା ଜଣେ ପଶୁପ୍ରେମୀ। ସେ ନିଜର ବ୍ୟସ୍ତ ଦିନଚର୍ଯ୍ୟା ମଧ୍ୟରୁ ସମୟ ବାହାର କରି ନିଜର ବନ୍ଧୁ ଏବଂ ପାଳିତ ପଶୁଙ୍କ ସହ ସମୟ ବିତାଇବାକୁ ପସନ୍ଦ କରନ୍ତି। ସେ ସର୍ବଦା ନିଜର ପାଳିତ କୁକୁର ଏବଂ ବିଲେଇର ଫଟୋ ଶେୟାର କରିଥାନ୍ତି। ଏହା ତାଙ୍କର ଭଲପାଇବାକୁ ଦଶର୍ର୍ାଇଥାଏ। ହେଲେ ଏବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇ ସେ ଭାଙ୍ଗି ପଡ଼ିଛନ୍ତି।

The post ରଶ୍ମିକାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ appeared first on Dharitri Odia News.