ରାଉରକେଲାକୁ ଆବଶ୍ୟକ ଦୃଢ଼ ନେତୃତ୍ୱ, ଜଣେ ହିଁ ବିକଳ୍ପ ଦିଲୀପ ରାୟ : ବ୍ରହ୍ମା ମିଶ୍ର

ରାଉରକେଲା ୧।୫: ରାଉରକେଲାକୁ ଆବଶ୍ୟକ ଦୃଢ଼ ନେତୃତ୍ୱ ଆଉ ନେତୃତ୍ୱ ନେବାରେ ଜଣେ ହିଁ ବିକଳ୍ପ ସେ ହେଉଛନ୍ତି ବରିଷ୍ଠ ନେତା ଦିଲୀପ ରାୟ ।   ଦିଲୀପ ରାୟ ନିଜ ପାଇଁ ନୁହେଁ ବରଂ ରାଉରକେଲାର ଉନ୍ନତି ପାଇଁ ଦିଲୀପ ରାୟ ନିର୍ବାଚନ ଲଢୁଛନ୍ତି । ୨୦୦୦ ମସିହାରେ ରାଉରକେଲା ସହରରେ ମୃତ ସହରର ସ୍ଥିତି ଆସିସାରିଥିଲା ଆଉ ତାକୁ ଜୀବନ୍ତ କରିବାରେ ଦିଲୀପ ରାୟଙ୍କ ଅବଦାନ ଅତୁଳନୀୟ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ଷତିରେ ଚାଲିବା ସହ ୮୫୦୦ କୋଟି ଟଙ୍କା ସୁଧ ପୈଠ କରିପାରୁନଥିଲା ଯାହା ଫଳରେ ଷ୍ଟିଲ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଥିଲା ସେହି ସମୟରେ ଦିଲୀପ ରାୟ କେନ୍ଦ୍ରରେ ଥିବା ବାଜପେୟୀ ସରକାରଙ୍କ ଥିଲେ କେନ୍ଦ୍ର ମନ୍ତ୍ରୀ ଆଉ ତତକାଳୀନ କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଯୋଶୀଙ୍କୁ ଅନୁରୋଧ କରିଥିଲେ ସୁଧ ଋଣ ଛାଡ କରିବା ପାଇଁ ନଚେତ ରାଷ୍ଟ୍ରାୟତ ଅନୁଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଯିବ ଆଉ ସୁଧ ଛାଡ ହେବା ପରେ ପୁଣି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଧିରେ ଧିରେ ଆଗେଇବା ସହ ଲାଭଦାୟକ ଅନୁଷ୍ଠାନ ରୂପେ ଆଜି ଛିଡା ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟିଲ ଏକଜିକ୍ୟୁଟିଭ ଫେଡ଼େରେସନ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଡ଼ଃ ବ୍ରହ୍ମା ମିଶ୍ର ଆଲୋକପାତ କରିଛନ୍ତି ।You Can Read :କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ

ରାଉରକେଲାକୁ ଆବଶ୍ୟକ ଦୃଢ଼ ନେତୃତ୍ୱ, ଜଣେ ହିଁ ବିକଳ୍ପ ଦିଲୀପ ରାୟ : ବ୍ରହ୍ମା ମିଶ୍ର

ରାଉରକେଲା ୧।୫: ରାଉରକେଲାକୁ ଆବଶ୍ୟକ ଦୃଢ଼ ନେତୃତ୍ୱ ଆଉ ନେତୃତ୍ୱ ନେବାରେ ଜଣେ ହିଁ ବିକଳ୍ପ ସେ ହେଉଛନ୍ତି ବରିଷ୍ଠ ନେତା ଦିଲୀପ ରାୟ ।   ଦିଲୀପ ରାୟ ନିଜ ପାଇଁ ନୁହେଁ ବରଂ ରାଉରକେଲାର ଉନ୍ନତି ପାଇଁ ଦିଲୀପ ରାୟ ନିର୍ବାଚନ ଲଢୁଛନ୍ତି । ୨୦୦୦ ମସିହାରେ ରାଉରକେଲା ସହରରେ ମୃତ ସହରର ସ୍ଥିତି ଆସିସାରିଥିଲା ଆଉ ତାକୁ ଜୀବନ୍ତ କରିବାରେ ଦିଲୀପ ରାୟଙ୍କ ଅବଦାନ ଅତୁଳନୀୟ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ କ୍ଷତିରେ ଚାଲିବା ସହ ୮୫୦୦ କୋଟି ଟଙ୍କା ସୁଧ ପୈଠ କରିପାରୁନଥିଲା ଯାହା ଫଳରେ ଷ୍ଟିଲ ପ୍ଲାଣ୍ଟ ବନ୍ଦ ହେବାର ସମ୍ଭାବନା ଥିଲା ସେହି ସମୟରେ ଦିଲୀପ ରାୟ କେନ୍ଦ୍ରରେ ଥିବା ବାଜପେୟୀ ସରକାରଙ୍କ ଥିଲେ କେନ୍ଦ୍ର ମନ୍ତ୍ରୀ ଆଉ ତତକାଳୀନ କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଯୋଶୀଙ୍କୁ ଅନୁରୋଧ କରିଥିଲେ ସୁଧ ଋଣ ଛାଡ କରିବା ପାଇଁ ନଚେତ ରାଷ୍ଟ୍ରାୟତ ଅନୁଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଯିବ ଆଉ ସୁଧ ଛାଡ ହେବା ପରେ ପୁଣି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଧିରେ ଧିରେ ଆଗେଇବା ସହ ଲାଭଦାୟକ ଅନୁଷ୍ଠାନ ରୂପେ ଆଜି ଛିଡା ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟିଲ ଏକଜିକ୍ୟୁଟିଭ ଫେଡ଼େରେସନ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଡ଼ଃ ବ୍ରହ୍ମା ମିଶ୍ର ଆଲୋକପାତ କରିଛନ୍ତି ।

You Can Read :

କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ