ରାଉରକେଲାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହୋଟେଲ୍ରେ ଗଣବଳାତ୍କାର
ରାଉରକେଲା,୨୬।୭: ସୁନ୍ଦରଗଡ଼ ଜିଲା ରାଉରକେଲା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ପ୍ଲାଣ୍ଟ ସାଇଡ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳ ଷ୍ଟେଶନ ନିକଟ ଏକ ହୋଟେଲ୍ରେ ଏହି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି। The post ରାଉରକେଲାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହୋଟେଲ୍ରେ ଗଣବଳାତ୍କାର appeared first on Dharitri Odia News.
ରାଉରକେଲା,୨୬।୭: ସୁନ୍ଦରଗଡ଼ ଜିଲା ରାଉରକେଲା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ପ୍ଲାଣ୍ଟ ସାଇଡ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳ ଷ୍ଟେଶନ ନିକଟ ଏକ ହୋଟେଲ୍ରେ ଏହି ଜଘନ୍ୟକାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।
The post ରାଉରକେଲାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହୋଟେଲ୍ରେ ଗଣବଳାତ୍କାର appeared first on Dharitri Odia News.