ରାଜଧାନୀରେ କୁନି ବାବା ନାଁରେ ଅଭିଯୋଗ ଘଟଣା,୨ଟି ଦିଗ ଉପରେ ଭରତପୁର ପୋଲିସର ଛାନ୍‌ଭିନ୍‌

ଭୁବନେଶ୍ବର ୧୭/୧୧: ରାଜଧାନୀରେ କୁନି ବାବାଙ୍କ ନାଁରେ ଅଭିଯୋଗ ଘଟଣା । ଧର୍ମୀୟ ଭାବନାକୁ କୁଠାରଘାତ ଓ ଠକେଇ, ଏମିତି ୨ଟି ଦିଗ ନେଇ ତଦନ୍ତ କରୁଛି ଭରତପୁର ଥାନା ପୋଲିସ  । ସେବାଶ୍ରମ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି । କେବେଠାରୁ ଆଶ୍ରମ ଚାଲିଛି ଓ କେଉଁ ମାନେ ଆଶ୍ରମକୁ ଆସୁଥିଲେ ତାର ତନ୍ନତନ୍ନ ଯାଞ୍ଚ କରାଯାଉଛି । ୨ଟି ପ୍ରସଙ୍ଗରେ ପ୍ରମାଣ ପାଇଲେ କାର୍ଯ୍ୟାନୁଷ୍ଠାନ ହେବ । କୁନି ବାବା ନାବାଳକ ହୋଇଥିବାରୁ ଚାଇଲ୍ଡ ଲାଇନ ୱେଲଫେୟାର ଜରିଆରେ ତଦନ୍ତ ହେବ । ବାପା-ପୁଅ ଉଭୟଙ୍କୁ ନୋଟିସ୍‌ କରାଯାଇଛି । 295-a ରେ ମାମଲା ରୁଜୁ ହେବା ନେଇ ସୂଚନା ଦେଇଛି ପୋଲିସ । 