ରାଜସ୍ୱ ନିରୀକ୍ଷକ ଙ୍କୁ ବିଦାୟ ତହସିଲ କାର୍ଯ୍ୟାଳୟ ରେ କାଳୀନ ସମ୍ବର୍ଦ୍ଧନା।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ କୁସୁମଖୁଣ୍ଟି ରାଜସ୍ୱ ନିରୀକ୍ଷକ ଅଗ୍ନି କୁମାର ନାଏକ ଚାକିରୀ ଜୀବନ ରୁ ଅବସର ନେବାପରେ ମଙ୍ଗଳବାର କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ରାଜସ୍ୱ ସୁପରଭାଇଜର ଅଜୟ ରାଜ ଶିଖା, ମୁଖ୍ୟ କିରାଣୀ ଧବଳେଶ୍ବର ବେହେରା, ଅତିରିକ୍ତ ରାଜସ୍ୱ କିରାଣୀ ଶୁଭେନ୍ଦୁ ରାଉତ, କୁସୁମଖୁଣ୍ଟି ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବୈଷ୍ଣବ […] The post ରାଜସ୍ୱ ନିରୀକ୍ଷକ ଙ୍କୁ ବିଦାୟ ତହସିଲ କାର୍ଯ୍ୟାଳୟ ରେ କାଳୀନ ସମ୍ବର୍ଦ୍ଧନା। appeared first on Odisha.News.

ରାଜସ୍ୱ ନିରୀକ୍ଷକ ଙ୍କୁ ବିଦାୟ ତହସିଲ କାର୍ଯ୍ୟାଳୟ ରେ କାଳୀନ ସମ୍ବର୍ଦ୍ଧନା।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ କୁସୁମଖୁଣ୍ଟି ରାଜସ୍ୱ ନିରୀକ୍ଷକ ଅଗ୍ନି କୁମାର ନାଏକ ଚାକିରୀ ଜୀବନ ରୁ ଅବସର ନେବାପରେ ମଙ୍ଗଳବାର କୋକସରା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ରାଜସ୍ୱ ସୁପରଭାଇଜର ଅଜୟ ରାଜ ଶିଖା, ମୁଖ୍ୟ କିରାଣୀ ଧବଳେଶ୍ବର ବେହେରା, ଅତିରିକ୍ତ ରାଜସ୍ୱ କିରାଣୀ ଶୁଭେନ୍ଦୁ ରାଉତ, କୁସୁମଖୁଣ୍ଟି ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ, ଡହଗାଁ ରାଜସ୍ବ ନିରୀକ୍ଷକ ରାଧା ଗୋବିନ୍ଦ ପଟ୍ଟନାୟକ,ଗୋତମୁଣ୍ଡା ରାଜସ୍ବ ନିରୀକ୍ଷକ ଛନ୍ଦା ଚରଣ ଖମାରି,କୋକସରା ରାଜସ୍ୱ ନିରୀକ୍ଷିକା ମମତା ସାଏ, ରାଜସ୍ୱ ନିରୀକ୍ଷକ କାଶିବାହଲ ଜୟସିଂ ଶବର, ଲଡୁଗାଁ ରାଜସ୍ବ ନିରୀକ୍ଷକ ବିମଲ ପୁଝାରି ସମେତ ତହସିଲ କର୍ମଚାରୀ ଉପେନ୍ଦ୍ର ନାଏକ, ପ୍ରମୋଦ କୁମାର ମାଝୀ, ସନ୍ତୋଷ କୁମାର ପଟ୍ଟନାୟକ, ଅଭିଳାଷ ଦାସ, ଭବାନୀ ଶଙ୍କର ଖମାରି, ହିମାଂଶୁ ନାଏକ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଆର.ଆଇ ଶ୍ରୀ ନାଏକ ଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ଦେବାସହ ଦୀର୍ଘବର୍ଷ ଜଣେ କର୍ତ୍ତବ୍ୟନିଷ୍ଟ ଓ ମେଳାପୀ କର୍ମଚାରୀ ଭାବେ ଲୋକଙ୍କ ସେବା ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଦେବାସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ।

The post ରାଜସ୍ୱ ନିରୀକ୍ଷକ ଙ୍କୁ ବିଦାୟ ତହସିଲ କାର୍ଯ୍ୟାଳୟ ରେ କାଳୀନ ସମ୍ବର୍ଦ୍ଧନା। appeared first on Odisha.News.