ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ, ତଦାରଖ କରିବ ନୂଆ କମିଟି
ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ । ତଦାରଖ ଓ ସମନ୍ବୟ ପାଇଁ ବିଜେଡି ସୁପ୍ରିମୋ ନବୀନ... The post ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ, ତଦାରଖ କରିବ ନୂଆ କମିଟି appeared first on .
ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ । ତଦାରଖ ଓ ସମନ୍ବୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କଲେ ନୂଆ କମିଟି । ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ୧୫ ଜଣିଆ ଟିମ ଗଠନ କରିଛନ୍ତି ନବୀନ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଟିମ ସଦସ୍ଯ ସାରା ରାଜ୍ଯରେ ବିଜେଡିର କାର୍ଯ୍ୟକ୍ରମ ଯୋଜନାବଦ୍ଧ, ମିଳିତଭାବେ ହେଉଛି କି ନାହିଁ ତାହା ପରଖିବ । ଦେବୀଙ୍କ ଟିମରେ ଅଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ, ନିରଂଜନ ପୂଜାରୀ, ବିକ୍ରମ କେଶୀର ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଅରୁଣ ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ।
The post ରାଜ୍ଯରେ କେମିତି ଚାଲିଛି ବିଜେଡି ସଂଗଠନ, ତଦାରଖ କରିବ ନୂଆ କମିଟି appeared first on .