ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୭: ରାଜ୍ୟରେ ଭାଜପା କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂର୍ବ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିବା ବେଳେ ବିଜେଡି ଦଳର ବରିଷ୍ଠ ନେତାମାନଙ୍କୁ ଏହାର ଉପ ସଭାପତି ତଥା ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ଏହି କମିଟି ଅନେକ ବର୍ଷ ଧରି କେବେ ବୈଠକ କରି ନାହାନ୍ତି। The post ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୭: ରାଜ୍ୟରେ ଭାଜପା କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ପୂର୍ବ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିବା ବେଳେ ବିଜେଡି ଦଳର ବରିଷ୍ଠ ନେତାମାନଙ୍କୁ ଏହାର ଉପ ସଭାପତି ତଥା ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ଏହି କମିଟି ଅନେକ ବର୍ଷ ଧରି କେବେ ବୈଠକ କରି ନାହାନ୍ତି।

The post ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.