ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ ନେତା ଅଙ୍କିତ ସାହୁ ଓ ଚିନ୍ମୟ ବେହେରା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ନାରୀ ଅସୁରକ୍ଷିତ ବୋଲି ପ୍ରମାଣ ବୋଲି କହିଛନ୍ତି। ବିଜେଡି ଛାତ୍ର ନେତା […] The post ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର appeared first on Dharitri Odia News.

ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ ନେତା ଅଙ୍କିତ ସାହୁ ଓ ଚିନ୍ମୟ ବେହେରା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ନାରୀ ଅସୁରକ୍ଷିତ ବୋଲି ପ୍ରମାଣ ବୋଲି କହିଛନ୍ତି। ବିଜେଡି ଛାତ୍ର ନେତା ସୁମନ ନନ୍ଦ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସରକାର ଦାୟୀ ବୋଲି କହି ଘଟଣାର ନିନ୍ଦା କରିଛନ୍ତି।

The post ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର appeared first on Dharitri Odia News.