ରାତିଅଧରେ କୁଆଡ଼େ ପଳାଇଲା ଗର୍ଭବତୀ ସ୍ତ୍ରୀ ? ଚିନ୍ତାରେ ସ୍ୱାମୀ

୫ ମାସ ହେଲା ଭଲ ପାଇ ବାହା ହୋଇଥିଲେ । ସ୍ତ୍ରୀ ଅଢେଇ ମାସର ଗର୍ଭବତୀ ମଧ୍ୟ ଥିଲା । ହେଲେ କଣ ମନ ହେଲା କେଜାଣି କାହାକୁ କିଛି ନକହି ରାତିଅଧରେ କାହା ସହ ପଳେଇଲା ।

ରାତିଅଧରେ କୁଆଡ଼େ ପଳାଇଲା ଗର୍ଭବତୀ ସ୍ତ୍ରୀ ? ଚିନ୍ତାରେ ସ୍ୱାମୀ
Array