ରାମଙ୍କ ନାମରେ ମାଗୁଛନ୍ତି ଭୋଟ, ଅରୁଣ ଗୋଭିଲଙ୍କୁ ଟାର୍ଗେଟ କଲେ ନେହା
ମେରଠ,୯।୪: ପ୍ରସିଦ୍ଧ ରାମାୟଣ ସିରିୟଲରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ ଆମେଠିରୁ ଭାଜପା ପ୍ରାର୍ଥୀ ହୋଇଥିବା ଅରୁଣ ଗୋଭିଲଙ୍କୁ ଟାର୍ଗେଟ କରିଛନ୍ତି ନେହା ସିଂହ ରାଠୋର। ସେ କହିଛନ୍ତି କି ଅରୁଣ ଗୋଭିଲ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନାମରେ ଭୋଟ ମାଗୁଛନ୍ତି। ନେହା ସିଂହ ରାଠୋର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧର୍ମ ନାମରେ ଭୋଟ ମାଗିବା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ଅଟେ। ମର୍ଯ୍ୟାଦା ଲଂଘନ କର […] The post ରାମଙ୍କ ନାମରେ ମାଗୁଛନ୍ତି ଭୋଟ, ଅରୁଣ ଗୋଭିଲଙ୍କୁ ଟାର୍ଗେଟ କଲେ ନେହା appeared first on Dharitri Odia News.
ମେରଠ,୯।୪: ପ୍ରସିଦ୍ଧ ରାମାୟଣ ସିରିୟଲରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ ଆମେଠିରୁ ଭାଜପା ପ୍ରାର୍ଥୀ ହୋଇଥିବା ଅରୁଣ ଗୋଭିଲଙ୍କୁ ଟାର୍ଗେଟ କରିଛନ୍ତି ନେହା ସିଂହ ରାଠୋର। ସେ କହିଛନ୍ତି କି ଅରୁଣ ଗୋଭିଲ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ନାମରେ ଭୋଟ ମାଗୁଛନ୍ତି।
ନେହା ସିଂହ ରାଠୋର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧର୍ମ ନାମରେ ଭୋଟ ମାଗିବା ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ ଅଟେ। ମର୍ଯ୍ୟାଦା ଲଂଘନ କର ମର୍ଯ୍ୟାଦାପୁରୁଷଙ୍କ ନମାରେ ଭୋଟ ମଗାଯାଉଛି।
धर्म के नाम पर वोट माँगना आदर्श आचार संहिता का उल्लंघन है.
मर्यादाओं को लांघकर मर्यादा पुरुषोत्तम के नाम पर वोट माँगा जा रहा है.@ECISVEEP #LokSabhaElections2024 #NehaSinghRathore pic.twitter.com/xaMTY1T92v
— Neha Singh Rathore (@nehafolksinger) April 9, 2024
The post ରାମଙ୍କ ନାମରେ ମାଗୁଛନ୍ତି ଭୋଟ, ଅରୁଣ ଗୋଭିଲଙ୍କୁ ଟାର୍ଗେଟ କଲେ ନେହା appeared first on Dharitri Odia News.