ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ଏହି ନିବେଦନ କଲେ କମଲନାଥ
ଭୋପାଳ,୨୩।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ଭରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବାକୁ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମଧ୍ୟପ୍ରଦେଶର ଲୋକ ଏବଂ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ସ୍ବାଗତ କରିବାକୁ ଉତ୍ସାହିତ ଅଛନ୍ତି। କମଲନାଥ କହିଛନ୍ତି, ଆମର ନେତା ରାହୁଲ ଗାନ୍ଧୀ ସାରା ରାସ୍ତାରେ ଯାଇ ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୋଧରେ ସଂଗ୍ରାମ ଘୋଷଣା କରିସାରିଛନ୍ତି। ମୁଁ ମଧ୍ୟପ୍ରଦେଶର […] The post ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ଏହି ନିବେଦନ କଲେ କମଲନାଥ appeared first on Dharitri Odia News.
ଭୋପାଳ,୨୩।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ଭରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବାକୁ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମଧ୍ୟପ୍ରଦେଶର ଲୋକ ଏବଂ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ସ୍ବାଗତ କରିବାକୁ ଉତ୍ସାହିତ ଅଛନ୍ତି।
କମଲନାଥ କହିଛନ୍ତି, ଆମର ନେତା ରାହୁଲ ଗାନ୍ଧୀ ସାରା ରାସ୍ତାରେ ଯାଇ ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୋଧରେ ସଂଗ୍ରାମ ଘୋଷଣା କରିସାରିଛନ୍ତି। ମୁଁ ମଧ୍ୟପ୍ରଦେଶର ଲୋକଙ୍କୁ ଏବଂ କଂଗ୍ରେସର ସାହସୀ କର୍ମୀମାନଙ୍କୁ ବହୁ ସଂଖ୍ୟାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ ଶକ୍ତି ଏବଂ ସାହସ ହେବାକୁ ଅନୁରୋଧ କରୁଛି।
मध्यप्रदेश की जनता और कांग्रेस के कार्यकर्ता राहुल गांधी जी की भारत जोड़ो न्याय यात्रा की अगवानी के लिए उत्साहित हैं।
अन्याय, अत्याचार और शोषण के खिलाफ हम सबके नेता श्री राहुल गांधी जी पूरे देश में सड़कों पर उतरकर एक निर्णायक लड़ाई का ऐलान कर चुके हैं।
मैं मध्यप्रदेश की जनता…
— Kamal Nath (@OfficeOfKNath) February 23, 2024
The post ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ନେଇ ଏହି ନିବେଦନ କଲେ କମଲନାଥ appeared first on Dharitri Odia News.