ରିଲାଏନ୍ସ ଓ ଡିଜ୍ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ
ନୂଆଦିଲ୍ଲୀ,୨୮ା୨: ଭାରତରେ ମିଡିଆ ବ୍ୟବସାୟକୁ ମିଶ୍ରଣ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ଆନୁଷ୍ଠାନିକ ଭାବରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯାହା ୮.୫ ବିଲିୟନ ଡ଼ଲାର (୭୦,୩୫୨ କୋଟି ଟଙ୍କା) ମିଡିଆ ଏବଂ ମନୋରଞ୍ଜନ ପାୱାରହାଉସ ପ୍ରତିଷ୍ଠା ପାଇଁ ମଞ୍ଚ ସ୍ଥିର କରିଛି, ଯାହା ଶିଳ୍ପରେ ଥିବା ଅନ୍ୟ ସଂସ୍ଥାକୁ ଅତିକ୍ରମ କରିଛି। ରିପୋର୍ଟ ଅନୁଯାୟୀ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ମିଳିତ ସଂସ୍ଥାର ଚେୟାରମ୍ୟାନ୍ ହେବେ […] The post ରିଲାଏନ୍ସ ଓ ଡିଜ୍ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୨: ଭାରତରେ ମିଡିଆ ବ୍ୟବସାୟକୁ ମିଶ୍ରଣ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ଆନୁଷ୍ଠାନିକ ଭାବରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯାହା ୮.୫ ବିଲିୟନ ଡ଼ଲାର (୭୦,୩୫୨ କୋଟି ଟଙ୍କା) ମିଡିଆ ଏବଂ ମନୋରଞ୍ଜନ ପାୱାରହାଉସ ପ୍ରତିଷ୍ଠା ପାଇଁ ମଞ୍ଚ ସ୍ଥିର କରିଛି, ଯାହା ଶିଳ୍ପରେ ଥିବା ଅନ୍ୟ ସଂସ୍ଥାକୁ ଅତିକ୍ରମ କରିଛି।
ରିପୋର୍ଟ ଅନୁଯାୟୀ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ମିଳିତ ସଂସ୍ଥାର ଚେୟାରମ୍ୟାନ୍ ହେବେ ଏବଂ ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବେ ବୋଲି ମିଳିତ ବିବୃତ୍ତିରେ ଉଭୟେ କମ୍ପାନୀ ଘୋଷଣା କରିଛନ୍ତି।
The post ରିଲାଏନ୍ସ ଓ ଡିଜ୍ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ appeared first on Dharitri Odia News.