ରେଳଧାରଣାରୁ ମିଳିଲା ମୃତଦେହ, ଆତ୍ମହତ୍ୟା କରିଥିବା ସନ୍ଦେହ
ବଲାଙ୍ଗୀର ୦୫।୦୧ : ରେଳଧାରଣାରୁ ମୃତଦେହ ଠାବ । ବଲାଙ୍ଗୀର ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ ହୋଇଛି । ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । https://www.prameyanews7.com/son-killed-his-mother-in-anugul-mugamala-village/ ଖବର ଅନୁଯାୟୀ, ସୋମବାର ଦିନ ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ଜିଆର୍ପିକୁ ଖବର ଦିଆଯାଇଥିଲା । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ପୋଲିସର ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଲାଙ୍ଗୀର ବଣିକ ସଂଘର ସଭାପତି ତଥା ରାଧିକ ଅଳଙ୍କାରର ମାଲିକ ତ୍ରିପୁରାରୀ ପାଣିଗ୍ରାହୀ । ସେପଟେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଜିଆର୍ପି ଘଟଣାର ଛାନ୍ଭିନ୍ ଜାରି ରଖିଛି । https://www.prameyanews7.com/kate-winslet-keeps-her-oscar-trophy-in-bathroom/ The post ରେଳଧାରଣାରୁ ମିଳିଲା ମୃତଦେହ, ଆତ୍ମହତ୍ୟା କରିଥିବା ସନ୍ଦେହ appeared first on Prameya News7.
ବଲାଙ୍ଗୀର ୦୫।୦୧ : ରେଳଧାରଣାରୁ ମୃତଦେହ ଠାବ । ବଲାଙ୍ଗୀର ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ ହୋଇଛି । ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସୋମବାର ଦିନ ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ଜିଆର୍ପିକୁ ଖବର ଦିଆଯାଇଥିଲା । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ପୋଲିସର ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଲାଙ୍ଗୀର ବଣିକ ସଂଘର ସଭାପତି ତଥା ରାଧିକ ଅଳଙ୍କାରର ମାଲିକ ତ୍ରିପୁରାରୀ ପାଣିଗ୍ରାହୀ ।
ସେପଟେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଜିଆର୍ପି ଘଟଣାର ଛାନ୍ଭିନ୍ ଜାରି ରଖିଛି ।
The post ରେଳଧାରଣାରୁ ମିଳିଲା ମୃତଦେହ, ଆତ୍ମହତ୍ୟା କରିଥିବା ସନ୍ଦେହ appeared first on Prameya News7.