ରେଳଧାରଣାରେ ପଡିଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଭୁବନେଶ୍ୱର ୨୩।୦୧ : ରେଳଧାରଣାରେ ପଡିଛି ଅଜଣା ମୃତଦେହ । ଭୁବନେଶ୍ୱର ବାଣୀବିହାର ରେଳ ଧାରଣା କଡରେ ପଡିଛି ଅଜଣା ମୃତଦେହ । ସହିଦ ନଗର ଥାନା ପୋଲିସ ଏବଂ ଜିଆର୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । https://www.prameyanews7.com/one-deadbody-found-in-rail-track-at-kujenpalli/ ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳୁ ସକାଳୁ କିଛି ଲୋକେ ବାଣୀବିହାର ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍‌ପିକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ  ମିଳିପାରିନାହିଁ । ତେବେ ଟ୍ରେନ୍‌ ଲାଇନ୍‌ରେ କଟି ଯୁବକଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି ରହିଛି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।   https://www.prameyanews7.com/saif-ali-khan-admitted-in-hospital/ The post ରେଳଧାରଣାରେ ପଡିଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ appeared first on Prameya News7.

ରେଳଧାରଣାରେ ପଡିଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଭୁବନେଶ୍ୱର ୨୩।୦୧ : ରେଳଧାରଣାରେ ପଡିଛି ଅଜଣା ମୃତଦେହ । ଭୁବନେଶ୍ୱର ବାଣୀବିହାର ରେଳ ଧାରଣା କଡରେ ପଡିଛି ଅଜଣା ମୃତଦେହ । ସହିଦ ନଗର ଥାନା ପୋଲିସ ଏବଂ ଜିଆର୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.prameyanews7.com/one-deadbody-found-in-rail-track-at-kujenpalli/

ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳୁ ସକାଳୁ କିଛି ଲୋକେ ବାଣୀବିହାର ରେଳ ଷ୍ଟେସନ ନିକଟ ଟ୍ରେନ୍‌ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍‌ପିକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ  ମିଳିପାରିନାହିଁ ।

ତେବେ ଟ୍ରେନ୍‌ ଲାଇନ୍‌ରେ କଟି ଯୁବକଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି ରହିଛି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।  

https://www.prameyanews7.com/saif-ali-khan-admitted-in-hospital/

The post ରେଳଧାରଣାରେ ପଡିଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ appeared first on Prameya News7.