ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । OSRTC କିମ୍ବା ଲକ୍ଷ୍ମୀ ଯୋଜନାରେ ନିଯୁକ୍ତି ପାଇଁ କାହାଠାରୁ ଟଙ୍କାଟେ ନିଆ ଯାଉନାହିଁ । ନିଯୁକ୍ତି ଦେବା ପାଇଁ OSRTC ର ୭ଟି ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ପାଇଁ ମଧ୍ୟ ପ୍ରାର୍ଥୀଙ୍କ ଠାରୁ […] The post ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ appeared first on KNews Odisha.

ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ
bus

ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । OSRTC ପକ୍ଷରୁ ଥାନାରେ ମାମଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ । OSRTC କିମ୍ବା ଲକ୍ଷ୍ମୀ ଯୋଜନାରେ ନିଯୁକ୍ତି ପାଇଁ କାହାଠାରୁ ଟଙ୍କାଟେ ନିଆ ଯାଉନାହିଁ ।

ନିଯୁକ୍ତି ଦେବା ପାଇଁ OSRTC ର ୭ଟି ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ପାଇଁ ମଧ୍ୟ ପ୍ରାର୍ଥୀଙ୍କ ଠାରୁ କୌଣସି ଟଙ୍କା ନେଉନାହାନ୍ତି ଏଜେନ୍ସି । ଯଦି କେହି ଟଙ୍କା ମାଗୁଥାଆନ୍ତି ତେବେ ଟୋଲ ଫ୍ରି ନମ୍ବର 18003451122କୁ ଯୋଗାଯୋଗ କରିବା ପାଇଁ OSRTC ପକ୍ଷରୁ ଅପିଲ କରଯାଇଛି । କିମ୍ବା GRIEVANCE@OSRTC.ORG ୱବସାଇଟରେ ଜଣାଇବାକୁ ମଧ୍ୟ ଅନୁରୋଧ କରାଯାଇଛି ।

The post ଲକ୍ଷ୍ମୀ ବସରେ ଚାକିରି ଦେବାକୁ କହି ବଲାଙ୍ଗୀରରେ ଭିଡ଼ିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ appeared first on KNews Odisha.