ଲଞ୍ଚ୍ର କିଛି ସେକେଣ୍ଡ୍ରେ ଫାଟିଲା ଜାପାନର ପ୍ରଥମ ପ୍ରାଇଭେଟ ରକେଟ୍
ନୂଆଦିଲ୍ଲୀ: ଲଞ୍ଚ୍ର କିଛି ସେକେଣ୍ଡ୍ରେ ଫାଟିଲା ଜାପାନର ପ୍ରଥମ ଘରୋଇ ରକେଟ୍। ଜାପାନର ଏକ ଘରୋଇ କମ୍ପାନି ଦ୍ବାରା ଅନ୍ତରୀକ୍ଷକୁ ପଠାଯାଉଥିବା ଏକ ରକେଟ ବୁଧବାର ଲଞ୍ଚର କିଛି ସେକେଣ୍ଡରେ ହିଁ ଆକାଶରେ ବିସ୍ଫୋରଣ ହୋଇଛି।ସୂଚନା ଅନୁଯାୟୀ, କେରୋସ ନାମକ ରକେଟକୁ ମଧ୍ୟ-ଜାପାନର ବାକାୟାମ ଉପକୂଳରୁ ଲଞ୍ଚ ହୋଇଥିଲା। କିନ୍ତୁ ଏହାର ଉଡ଼ାଣ ଭରିବାର କିଛି ସେକେଣ୍ଡରେ ହିଁ ଏହି ରକେଟରେ ବିସ୍ଫୋରଣ ହୋଇଥିଲା।ଉଲ୍ଲେଖଯୋଗ୍ୟ, ଏହି ରକେଟ ଟୋକିଓ ସ୍ଥିତ ଷ୍ଟାର୍ଟ ଅପନ୍ ‘ସ୍ପେସ ଓ୍ବାନ’ ପ୍ରସ୍ତୁତ କରିଥିଲା। ଏହି ଷ୍ଟାର୍ଟଅପ୍ କମ୍ପାନି ବ୍ୟକ୍ତିଗତ ରକେଟ ଦ୍ବାରା କୌଣସି ସାଟେଲାଇଟକୁ ସଫଳତାପୂର୍ବକ କକ୍ଷାରେ ସ୍ଥାପିତ କରି ଜାପାନର ପ୍ରଥମ ଘରୋଇ କମ୍ପାନି ହେବାକୁ ଲକ୍ଷ୍ୟ ରଖିଥିଲା।
ନୂଆଦିଲ୍ଲୀ: ଲଞ୍ଚ୍ର କିଛି ସେକେଣ୍ଡ୍ରେ ଫାଟିଲା ଜାପାନର ପ୍ରଥମ ଘରୋଇ ରକେଟ୍। ଜାପାନର ଏକ ଘରୋଇ କମ୍ପାନି ଦ୍ବାରା ଅନ୍ତରୀକ୍ଷକୁ ପଠାଯାଉଥିବା ଏକ ରକେଟ ବୁଧବାର ଲଞ୍ଚର କିଛି ସେକେଣ୍ଡରେ ହିଁ ଆକାଶରେ ବିସ୍ଫୋରଣ ହୋଇଛି।
ସୂଚନା ଅନୁଯାୟୀ, କେରୋସ ନାମକ ରକେଟକୁ ମଧ୍ୟ-ଜାପାନର ବାକାୟାମ ଉପକୂଳରୁ ଲଞ୍ଚ ହୋଇଥିଲା। କିନ୍ତୁ ଏହାର ଉଡ଼ାଣ ଭରିବାର କିଛି ସେକେଣ୍ଡରେ ହିଁ ଏହି ରକେଟରେ ବିସ୍ଫୋରଣ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ରକେଟ ଟୋକିଓ ସ୍ଥିତ ଷ୍ଟାର୍ଟ ଅପନ୍ ‘ସ୍ପେସ ଓ୍ବାନ’ ପ୍ରସ୍ତୁତ କରିଥିଲା। ଏହି ଷ୍ଟାର୍ଟଅପ୍ କମ୍ପାନି ବ୍ୟକ୍ତିଗତ ରକେଟ ଦ୍ବାରା କୌଣସି ସାଟେଲାଇଟକୁ ସଫଳତାପୂର୍ବକ କକ୍ଷାରେ ସ୍ଥାପିତ କରି ଜାପାନର ପ୍ରଥମ ଘରୋଇ କମ୍ପାନି ହେବାକୁ ଲକ୍ଷ୍ୟ ରଖିଥିଲା।