ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା
ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ।