ଲାଞ୍ଚ ମାମଲାରେ ସିବିଆଇ ରେଡ଼ ଘଟଣା: ତିନି ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର:ସିବିଆଇ ରେଡ୍ ମାମଲାରେ ତିନି ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ନେଲା ସିବିଆଇ।ସାତ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲେ। ବ୍ରିଜ ଆଣ୍ଡ ରୁଫ ର ମୁଖ୍ୟ ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟ ଇନ୍ଫ୍ରା ଏମଡି ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଫିସ କୁ ନେବ। ଏହି ମାମଲାର ତଦନ୍ତ କରିବ। ଗୁଡ଼ାଇ ତୁଡ଼ାଇ ପଚାରିବ ଅନେକ ପ୍ରଶ୍ନ। ପୂର୍ବରୁ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ପୁରା ଘଟଣାରେ ସିବିଆଇ ଟିମ […]

ଲାଞ୍ଚ ମାମଲାରେ ସିବିଆଇ ରେଡ଼ ଘଟଣା: ତିନି ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର:ସିବିଆଇ ରେଡ୍ ମାମଲାରେ ତିନି ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ନେଲା ସିବିଆଇ।ସାତ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲେ। ବ୍ରିଜ ଆଣ୍ଡ ରୁଫ ର ମୁଖ୍ୟ ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟ ଇନ୍ଫ୍ରା ଏମଡି ଦେବଦତ୍ତ ମହାପାତ୍ର ଓ ଠିକାଦାର ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଫିସ କୁ ନେବ। ଏହି ମାମଲାର ତଦନ୍ତ କରିବ। ଗୁଡ଼ାଇ ତୁଡ଼ାଇ ପଚାରିବ ଅନେକ ପ୍ରଶ୍ନ। ପୂର୍ବରୁ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା।

ପୁରା ଘଟଣାରେ ସିବିଆଇ ଟିମ ଖୋଳତାଡ଼ ଜାରି ରଖିଛି। ଦିଲ୍ଲୀରେ ସିବିଆଇ ଅଧିକାରୀ ମାନେ ବିଭିନ୍ନ ସ୍ଥାନରେ ରେଡ କରୁଛନ୍ତି। ଓଡିଶା ସମେତ କୋଲକାତାରେ ରେଡ ଚାଲିଛି।