ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଗିରଫ, ଆଡମିସନ ବାବଦକୁ ୧୦ ହଜାର ଟଙ୍କା ନେବାବେଳେ ଧରାପଡିଲେ

କଳାହାଣ୍ଡି ୬।୯: ଭିଜିଲାନ୍ସ ଜାଲରେ ହାଇସ୍କୁଲ ଶିକ୍ଷକ । ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ କଳାହାଣ୍ଡି ଜିଲ୍ଲା ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଭିଜିଲାନ୍ସ ହାବୁଡରେ ଧରାପଡିଛନ୍ତି । ପ୍ରଧାନ ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କ ଠାରୁ ଆଡମିସନ ବାବଦକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ହାତରେ ପ୍ରଧାନ ଶିକ୍ଷକ ଧରାପଡିବା ପରେ  ଗୋପାଳପୁର ସ୍କୁଲରେ ଭିଜିଲାନ୍ସ  ଟିମ୍ ତଦନ୍ତ କରୁଥିବା ସୂଚନା ମିଳିଛି ।You Can Read:ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା 

ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଗିରଫ, ଆଡମିସନ ବାବଦକୁ ୧୦ ହଜାର ଟଙ୍କା ନେବାବେଳେ ଧରାପଡିଲେ

କଳାହାଣ୍ଡି ୬।୯: ଭିଜିଲାନ୍ସ ଜାଲରେ ହାଇସ୍କୁଲ ଶିକ୍ଷକ । ଲାଞ୍ଚ ନେବାବେଳେ ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେ କଳାହାଣ୍ଡି ଜିଲ୍ଲା ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଭିଜିଲାନ୍ସ ହାବୁଡରେ ଧରାପଡିଛନ୍ତି । ପ୍ରଧାନ ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କ ଠାରୁ ଆଡମିସନ ବାବଦକୁ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ହାତରେ ପ୍ରଧାନ ଶିକ୍ଷକ ଧରାପଡିବା ପରେ  ଗୋପାଳପୁର ସ୍କୁଲରେ ଭିଜିଲାନ୍ସ  ଟିମ୍ ତଦନ୍ତ କରୁଥିବା ସୂଚନା ମିଳିଛି ।

You Can Read:

ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା