‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ, ସାଥ୍‌ ଦେବେ ପ୍ରୀତି ଜିଣ୍ଟା

ମୁମ୍ବାଇ: ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି। କିଛି ଦିନ ପୂର୍ବରୁ ସନ୍ନି ଫିଲ୍ମ ‘ସଫର’ ପାଇଁ ସୁଟିଂ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ସେ ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନରେ ନିର୍ମିତ ହେବାକୁଯାଉଛି। ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ରାଜକୁମାର ସନ୍ତୋଷି ଏବଂ ଅମୀର ଖାନ ମଧ୍ୟ […] The post ‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ, ସାଥ୍‌ ଦେବେ ପ୍ରୀତି ଜିଣ୍ଟା appeared first on Dharitri Odia News.

‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ, ସାଥ୍‌ ଦେବେ ପ୍ରୀତି ଜିଣ୍ଟା

ମୁମ୍ବାଇ: ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି। କିଛି ଦିନ ପୂର୍ବରୁ ସନ୍ନି ଫିଲ୍ମ ‘ସଫର’ ପାଇଁ ସୁଟିଂ କରୁଥିବାର ନଜର ଆସିଥିଲେ । ବର୍ତ୍ତମାନ ସେ ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନରେ ନିର୍ମିତ ହେବାକୁଯାଉଛି। ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ରାଜକୁମାର ସନ୍ତୋଷି ଏବଂ ଅମୀର ଖାନ ମଧ୍ୟ ଏକାଠି
ନଜର ଆସିବେ।
ସୂଚନା ଅନୁଯାୟୀ, ବହୁବର୍ଷ ପରେ ପ୍ରୀତି ଜିଣ୍ଟା ଏହି ଚଳଚ୍ଚିତ୍ରରେ ସନ୍ନିଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ସନ୍ନି ଏବଂ ପ୍ରୀତି ‘ହିରୋ: ଲଭ ଷ୍ଟୋରୀ ଅଫ ସ୍ପାଏ’ ଭଳି ଅନେକ ସୁପସୁ ରହିଟ ଫିଲ୍ମରେ କାମ କରିଛନ୍ତି।

The post ‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ, ସାଥ୍‌ ଦେବେ ପ୍ରୀତି ଜିଣ୍ଟା appeared first on Dharitri Odia News.