ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏମପି ନବୀନ ଜିନ୍ଦଲ ରବିବାର କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଥିଲେ। ଦଳର ବରିଷ୍ଠ ନେତା ବିନୋଦ ତାୱଡେ ପୂର୍ବତନ ଏମପି ଜିନ୍ଦଲଙ୍କୁ ଭାଜପା ମୁଖ୍ୟାଳୟରେ ଦଳୀୟ ପତାକା ପିନ୍ଧାଇ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଦୁଇଥର କୁରୁକ୍ଷେତ୍ରରୁ ଏମପି ହୋଇଛନ୍ତି। ସେ ଜିନ୍ଦଲ ପାୱାର କର୍ପୋରେସନର […] The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏମପି ନବୀନ ଜିନ୍ଦଲ ରବିବାର କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଥିଲେ। ଦଳର ବରିଷ୍ଠ ନେତା ବିନୋଦ ତାୱଡେ ପୂର୍ବତନ ଏମପି ଜିନ୍ଦଲଙ୍କୁ ଭାଜପା ମୁଖ୍ୟାଳୟରେ ଦଳୀୟ ପତାକା ପିନ୍ଧାଇ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସେ ଦୁଇଥର କୁରୁକ୍ଷେତ୍ରରୁ ଏମପି ହୋଇଛନ୍ତି। ସେ ଜିନ୍ଦଲ ପାୱାର କର୍ପୋରେସନର ଚେୟାରମ୍ୟାନ ମଧ୍ୟ ଅଟନ୍ତି।
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ନବୀନ ଜିନ୍ଦଲ କୁରୁକ୍ଷେତ୍ରର ଏମପି ଥିଲେ। ସେ ଏକ ବଡ ରାଜନୈତିକ ଏବଂ ବ୍ୟବସାୟିକ ପରିବାରର ଅଟନ୍ତି। ନବୀନ ଜିନ୍ଦଲଙ୍କ ପିତା ଓପି ଜିନ୍ଦଲ ହରିୟାଣା ସରକାରରେ ମନ୍ତ୍ରୀ ରହିଛନ୍ତି। ତାଙ୍କ ମା ସାବିତ୍ରୀ ଜିନ୍ଦଲ ଜଣେ ବିଧାୟକ ହୋଇଛନ୍ତି।

The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା appeared first on Dharitri Odia News.