ଶିଶୁ ପୁତ୍ରର ମୁଣ୍ଡରେ ପଶିଗଲା ଗରା, କାଟି ବାହାର କଲେ ଦମକଳ ବାହିନୀ କର୍ମଚାରୀ
ମାଲକାନଗିରି ୨୬।୭: ଶିଶୁ ପୁତ୍ରର ମୁଣ୍ଡରେ ପଶିଗଲା ଗରା । କାଟି ବାହାର କଲେ ଦମକଳ ବାହିନୀ କର୍ମଚାରୀ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସଙ୍କ ମୁଣ୍ଡରେ ଏକ ଗରା ପଶି ଯାଇଥିଲା । ପୁଅଟି ଖେଳୁ ଖେଳୁ ହଠାତ ମୁଣ୍ଡରେ ଗରା ପଶି ଯାଇଥିଲା । ତେବେ ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ତାହା ବାହାରି ନଥିଲା । ତୁରନ୍ତ ଦମକଳ ବାହିନୀକୁ ଲୋକେ ଯୋଗଯୋଗ କରିଥିଲେ । ଦମକଳ ବାହିନୀ କର୍ମଚାରୀ ସ୍ୱତନ୍ତ୍ର କଟର ଯୋଗେ ଏହାକୁ କାଟି ବାହାର କରିଥିଲେ । ପୁଅଟିର ଅବସ୍ଥା ଭଲ ଥିବା ଜଣାପଡିଛି ।You Can Read:ମୁଖ୍ୟମନ୍ତ୍ରୀଙ୍କୁ ବର୍ଷକର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ କହିଲେ- ସବୁ ମନ୍ତ୍ରୀ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ପାଳନ କରିବା ଆବଶ୍ୟକ
ମାଲକାନଗିରି ୨୬।୭: ଶିଶୁ ପୁତ୍ରର ମୁଣ୍ଡରେ ପଶିଗଲା ଗରା । କାଟି ବାହାର କଲେ ଦମକଳ ବାହିନୀ କର୍ମଚାରୀ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସଙ୍କ ମୁଣ୍ଡରେ ଏକ ଗରା ପଶି ଯାଇଥିଲା । ପୁଅଟି ଖେଳୁ ଖେଳୁ ହଠାତ ମୁଣ୍ଡରେ ଗରା ପଶି ଯାଇଥିଲା । ତେବେ ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ତାହା ବାହାରି ନଥିଲା । ତୁରନ୍ତ ଦମକଳ ବାହିନୀକୁ ଲୋକେ ଯୋଗଯୋଗ କରିଥିଲେ । ଦମକଳ ବାହିନୀ କର୍ମଚାରୀ ସ୍ୱତନ୍ତ୍ର କଟର ଯୋଗେ ଏହାକୁ କାଟି ବାହାର କରିଥିଲେ । ପୁଅଟିର ଅବସ୍ଥା ଭଲ ଥିବା ଜଣାପଡିଛି ।
You Can Read: