ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା

ଲଗାଣ ବର୍ଷାରୁ ଅଘଟଣ। ଭୁଶୁଡ଼ି ପଡ଼ିଲା କଟକ ଶିଶୁ ଭବନର ନୂଆ ବିଲଡିଂ କାନ୍ଥ। ଲଗାଣ ବର୍ଷା ଯୋଗୁଁ ନୂଆ ବିଲ୍ ଡିଂ କାନ୍ଥ ଭୁଶୁଡ଼ି ପଡ଼ିଛି। ବିଲଡିଂ କାନ୍ଥ ଭୁଶୁଡ଼ିବାରୁ ଚାପି ହୋଇଗଲା କିଛି ବାଇକ୍।

ଶିଶୁ ଭବନ ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା
Array