ଶୀଘ୍ର ଶୀଘ୍ର କିଣି ନିଅନ୍ତୁ ସୁନା, ଏତେ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୩।୭: ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି। ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ। କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି। ସୁନା ଓ ରୂପା ମୂଲ୍ୟ ଆଜି ଫ୍ୟୁଚର ବଜାରରେ ଏକ ବଡ଼ ହ୍ରାସ ସହିତ କାରବାର କରୁଥିବା ଦେଖିବାକୁ ମିଳିଛି। ସୁନା ମୂଲ୍ୟରେ ୪ ହଜାରରୁ […] The post ଶୀଘ୍ର ଶୀଘ୍ର କିଣି ନିଅନ୍ତୁ ସୁନା, ଏତେ ହଜାର କମିଲା ସୁନା ଦର appeared first on Dharitri Odia News.

ଶୀଘ୍ର ଶୀଘ୍ର କିଣି ନିଅନ୍ତୁ ସୁନା, ଏତେ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୩।୭: ସୁନା କୁଣିବାକୁ ଚାହୁଁଛନ୍ତି କି? ତା’ହେଲେ ଡେରି କାହିଁକି। ଶୀଘ୍ର ଯାଇ ସୁନା କିଣି ଆଣନ୍ତୁ। କାରଣ ସୁନା ଦର କମିଛି। ସୁନା ଓ ରୂପା ଉପରେ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାର ବଜେଟରେ ଘୋଷଣା କରିଥିବାରୁ ଏହି ମୂଲ୍ୟବାନ ଧାତୁର ମୂଲ୍ୟ ଆଜି ହ୍ରାସ ପାଇଛି।

ସୁନା ଓ ରୂପା ମୂଲ୍ୟ ଆଜି ଫ୍ୟୁଚର ବଜାରରେ ଏକ ବଡ଼ ହ୍ରାସ ସହିତ କାରବାର କରୁଥିବା ଦେଖିବାକୁ ମିଳିଛି। ସୁନା ମୂଲ୍ୟରେ ୪ ହଜାରରୁ ଅଧିକ ଟଙ୍କା ହ୍ରାସ ଘଟିଛି।MCX ବିନିମୟରେ, ୨୦୨୩ ଅକ୍ଟୋବର ୪ରେ ବିତରଣ ପାଇଁ ସୁନା ୧୦ ଗ୍ରାମ ପିଛା ୬୯,୨୩୦ ଟଙ୍କାରେ କାରବାର ହୋଇଥିବା ଦେଖିବାକୁ ମିଳିଥିଲା। ସେହି ଆଜି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ୫.୪୪ ପ୍ରତିଶତ ହ୍ରାସ ହେବା ସୁନା ମୂଲ୍ୟରେ ୪୦୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ୧୦ ଗ୍ରାମ ପିଛା ୬୭, ୫୦୦ ଥିଲା, ଏବେ ୬୪ ହଜାର କମିଛି। ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା, ଏବେ ୯୦ ହଜାର ହୋଇଛି।

The post ଶୀଘ୍ର ଶୀଘ୍ର କିଣି ନିଅନ୍ତୁ ସୁନା, ଏତେ ହଜାର କମିଲା ସୁନା ଦର appeared first on Dharitri Odia News.