ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ
ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍ ହୋଇ ଫୁଟୁଥାଏ। କେବଳ ଯେ ଖରାଦିନେ ତାହା ନୁହେଁ ଶୀତ ଦିନରେ ବି ନଦୀର ପାଣି ଫୁଟୁଥିବା ନଜରକୁ ଆସେ। ଏହି ରହସ୍ୟ ନେଇ ଜାଣିବା ପରେ ବୈଜ୍ଞାନିକ ବି ଚକିତ ହୁଅନ୍ତି। ଫୁଟନ୍ତା ପାଣିକୁ ନେଇ ନଦୀକୁ ‘ଥର୍ମାଲ ରିଭର’ ବୋଲି କୁହାଯାଏ। ଆମାଜନ ଜଙ୍ଗଲରେ ଏହି ନଦୀ ପ୍ରବାହିତ ହୋଇଥାଏ। ୨୦୧୧ରେ […] The post ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ appeared first on Dharitri Odia News.
ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍ ହୋଇ ଫୁଟୁଥାଏ। କେବଳ ଯେ ଖରାଦିନେ ତାହା ନୁହେଁ ଶୀତ ଦିନରେ ବି ନଦୀର ପାଣି ଫୁଟୁଥିବା ନଜରକୁ ଆସେ। ଏହି ରହସ୍ୟ ନେଇ ଜାଣିବା ପରେ ବୈଜ୍ଞାନିକ ବି ଚକିତ ହୁଅନ୍ତି। ଫୁଟନ୍ତା ପାଣିକୁ ନେଇ ନଦୀକୁ ‘ଥର୍ମାଲ ରିଭର’ ବୋଲି କୁହାଯାଏ।
ଆମାଜନ ଜଙ୍ଗଲରେ ଏହି ନଦୀ ପ୍ରବାହିତ ହୋଇଥାଏ। ୨୦୧୧ରେ ଭୁବୈଜ୍ଞାନିକ ଆନ୍ଦ୍ରେ ରୁଜୋ ଏହାର ଆବିଷ୍କାର କରିଥିଲେ। ଆମାଜନ ଜଙ୍ଗଲରେ ରହୁଥିବା ଲୋକେ ଏହାର ପାଣିକୁ ବ୍ୟବହାର କରି ରୋଷେଇ କରିଥାନ୍ତି। ତେବେ କେଉଁ କାରଣରୁ ଏହାର ପାଣି ଫୁଟେ ତାହା ଏବେ ବି ବୈଜ୍ଞାନିକଙ୍କ ପାଇଁ ରହସ୍ୟ ହୋଇ ରହିଛି।
The post ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ appeared first on Dharitri Odia News.