ଶୁଦ୍ଧିକ୍ରିୟା ପାଇଁ ସହଯୋଗ କଲେ ସୁରେଶ୍ଵରୀ

ହାଟଡିହି,: କେନ୍ଦୁଝର ଜିଲ୍ଲା ହାଟଡିହି ବୃକ୍ ସାସ ପଞ୍ଚାୟତ ବେରୁଣପଦୀ ଗ୍ରାମର ମଣି ଜେନାଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା ।ମଣିଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଖବର ପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶାୱନା ଓ ସମବେଦନା ଜଣାଇଥିଲେ। ଏହି ଗରିବ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ ସମସ୍ତ ପ୍ରକାରର ରାସନ ସାମଗ୍ରୀ ଗ୍ରୀ ସହିତ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ । […] The post ଶୁଦ୍ଧିକ୍ରିୟା ପାଇଁ ସହଯୋଗ କଲେ ସୁରେଶ୍ଵରୀ appeared first on Odisha.News.

ଶୁଦ୍ଧିକ୍ରିୟା ପାଇଁ ସହଯୋଗ କଲେ ସୁରେଶ୍ଵରୀ

ହାଟଡିହି,: କେନ୍ଦୁଝର ଜିଲ୍ଲା ହାଟଡିହି ବୃକ୍ ସାସ ପଞ୍ଚାୟତ ବେରୁଣପଦୀ ଗ୍ରାମର ମଣି ଜେନାଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା ।ମଣିଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଖବର ପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶାୱନା ଓ ସମବେଦନା ଜଣାଇଥିଲେ। ଏହି ଗରିବ ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ ସମସ୍ତ ପ୍ରକାରର ରାସନ ସାମଗ୍ରୀ ଗ୍ରୀ ସହିତ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ । ତା ସହିତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନଙ୍କ ସହ ଆଲୋଚନା କରିଥିଲେ ଟ୍ରଷ୍ଟର ଅଧ୍ୟକ୍ଷା ଡ଼ ସୁରେଶ୍ଵରୀ ଜେନା। ତାଙ୍କ ସହିତ ସଭାପତି ଅବିନାଶ ତ୍ରିପାଠୀ, କୋଷାଧ୍ୟକ୍ଷ ଶକ୍ତିକାନ୍ତ ରାଉତ, ସମ୍ପାଦକ ଦିବ୍ୟରଞ୍ଜନ ରାଉତ, ବିଶ୍ୱନାଥ ଜେନା, ରାକେଶ ଜେନା, ରୁଦ୍ର ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

The post ଶୁଦ୍ଧିକ୍ରିୟା ପାଇଁ ସହଯୋଗ କଲେ ସୁରେଶ୍ଵରୀ appeared first on Odisha.News.