ଶ୍ରୀବଲ୍ଲୀଙ୍କ ସହ ଲଞ୍ଚ ଡେଟ୍ରେ ବିଜୟ, ସାମ୍ନାକୁ ଆସିଲା ଫଟୋ
ମୁମ୍ଵାଇ ୨୫।୧୧; ଧରାପଡିଲା ଲୁଚାଛପା ପ୍ରେମ। ରଶ୍ମିକା ମନ୍ଦାନାଙ୍କୁ କରୁଛନ୍ତି ଡେଟ୍ । ସାଉଥର ରୁମର ଲଭବାର୍ଡ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ଖୁଲମ୍ ଖୋଲା ନହେଲେ ବି ଲୁଚାଛପା ଭାବେ ପରସ୍ପରକୁ କରୁଛନ୍ତି ଡେଟ୍ । ଭାଇରାଲ ହେଉଛି ଦୁହିଁଙ୍କର ସିକ୍ରେଟ୍ ଡେଟର ଫଟୋ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । View this post on InstagramA post shared by Viral Bhayani (@viralbhayani)ଟଲିଉଡର ହଟ୍ ଯୋଡ଼ି ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡା। ଏହିି ଲଭବାର୍ଡ ଲଞ୍ଚ ଡେଟ୍ରେ ଏକାଠି ନଜର ଆସିଥିଲେ। ନିକଟରେ ରଶ୍ମିକା ନିଜର ଏକ ସିଙ୍ଗଲ୍ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏକ ବ୍ଲୁ ଶାର୍ଟ ପିନ୍ଧି ରେସ୍ତୋରାଁରେ ଖାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସୋସିଆଲ ମିଡିଆରେ ଭାଇରାଲ୍ ଫଟୋରୁ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଥିବା ନେଇ ଜଣାପଡିଛି। କାରଣ ଭାଇରାଲ୍ ହେଉଥିବା ପୋଷ୍ଟରେ ରଶ୍ମିକାଙ୍କ ସାମ୍ନାରେ ବିଜୟ ଦେବରକୋଣ୍ଡା ବସିଛନ୍ତି। ଦୁହେଁ ଏକାଠି ବସି ଖାଉଥିବାର ନଜର ଆସିଛନ୍ତି। ଏଥିରୁ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ପୁଣି ଥରେ ଜୋର୍ ଧରିଛି। ବିଜୟ ଦେବରକୋଣ୍ଡା VD 12 ସୁଟ୍ ପାଇଁ ଶ୍ରୀଲଙ୍କାରେ ଥିବାବେଳେ ଏହି ଫଟୋ ସେଠାକାର ବୋଲି କୁହାଯାଉଛି। କିନ୍ତୁ ଇଣ୍ଟରଭ୍ୟୁରେ ସମ୍ପର୍କ ଉପରେ ମୋହର ମାରିଥିଲେ। ଦେବରକୋଣ୍ଡା ରିଲେସନଶିପରେ ଥିବା ନେଇ ସ୍ୱୀକାର କରିଥିଲେ।
ମୁମ୍ଵାଇ ୨୫।୧୧; ଧରାପଡିଲା ଲୁଚାଛପା ପ୍ରେମ। ରଶ୍ମିକା ମନ୍ଦାନାଙ୍କୁ କରୁଛନ୍ତି ଡେଟ୍ । ସାଉଥର ରୁମର ଲଭବାର୍ଡ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ଖୁଲମ୍ ଖୋଲା ନହେଲେ ବି ଲୁଚାଛପା ଭାବେ ପରସ୍ପରକୁ କରୁଛନ୍ତି ଡେଟ୍ । ଭାଇରାଲ ହେଉଛି ଦୁହିଁଙ୍କର ସିକ୍ରେଟ୍ ଡେଟର ଫଟୋ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଟଲିଉଡର ହଟ୍ ଯୋଡ଼ି ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରକୋଣ୍ଡା। ଏହିି ଲଭବାର୍ଡ ଲଞ୍ଚ ଡେଟ୍ରେ ଏକାଠି ନଜର ଆସିଥିଲେ। ନିକଟରେ ରଶ୍ମିକା ନିଜର ଏକ ସିଙ୍ଗଲ୍ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଏକ ବ୍ଲୁ ଶାର୍ଟ ପିନ୍ଧି ରେସ୍ତୋରାଁରେ ଖାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସୋସିଆଲ ମିଡିଆରେ ଭାଇରାଲ୍ ଫଟୋରୁ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଥିବା ନେଇ ଜଣାପଡିଛି। କାରଣ ଭାଇରାଲ୍ ହେଉଥିବା ପୋଷ୍ଟରେ ରଶ୍ମିକାଙ୍କ ସାମ୍ନାରେ ବିଜୟ ଦେବରକୋଣ୍ଡା ବସିଛନ୍ତି। ଦୁହେଁ ଏକାଠି ବସି ଖାଉଥିବାର ନଜର ଆସିଛନ୍ତି। ଏଥିରୁ ଉଭୟ ଡେଟ୍ କରୁଥିବା ଚର୍ଚ୍ଚା ପୁଣି ଥରେ ଜୋର୍ ଧରିଛି।
ବିଜୟ ଦେବରକୋଣ୍ଡା VD 12 ସୁଟ୍ ପାଇଁ ଶ୍ରୀଲଙ୍କାରେ ଥିବାବେଳେ ଏହି ଫଟୋ ସେଠାକାର ବୋଲି କୁହାଯାଉଛି। କିନ୍ତୁ ଇଣ୍ଟରଭ୍ୟୁରେ ସମ୍ପର୍କ ଉପରେ ମୋହର ମାରିଥିଲେ। ଦେବରକୋଣ୍ଡା ରିଲେସନଶିପରେ ଥିବା ନେଇ ସ୍ୱୀକାର କରିଥିଲେ।