ଶ୍ରୀମନ୍ଦିରରେ ଅଣହିନ୍ଦୁ ମହିଳା
ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କଲେ ଅଣହିନ୍ଦୁ ମହିଳା । ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଯାଇଥିବା ସୂଚନା । ମନ୍ଦିର ଭିତରୁ ଧରିଲେ ଜଗନ୍ନାଥ ଟେମ୍ପଲ ପୋଲିସ । ମହିଳା ଜଣକ ଚାଇନିଜ ଭାଷାରେ କଥା ହେଉଥିବା ସୂଚନା ମିଳିଛି । ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ । ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚରା କରିବା […]

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କଲେ ଅଣହିନ୍ଦୁ ମହିଳା । ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଯାଇଥିବା ସୂଚନା । ମନ୍ଦିର ଭିତରୁ ଧରିଲେ ଜଗନ୍ନାଥ ଟେମ୍ପଲ ପୋଲିସ । ମହିଳା ଜଣକ ଚାଇନିଜ ଭାଷାରେ କଥା ହେଉଥିବା ସୂଚନା ମିଳିଛି । ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ । ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚରା କରିବା ସହ ବ୍ୟାରିକେଡ୍ ବାହାରକୁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି ।