ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଚାଙ୍ଗଡା ଦ୍ବାରରୁ ବେହରଣ ଦ୍ବାର ଯାଏଁ ପଡିଥିଲା ରକ୍ତଛିଟା

ପୁରୀ ୨୧।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଚାଙ୍ଗଡା ଦ୍ବାର ଠାରୁ ବେହରଣ ଦ୍ବାର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି ।‌ ସକାଳ ଧୂପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା । ଧୁଆଧୋଇ ହୋଇ ଚୂନ ପାଣି ପଡ଼ିବା ପରେ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି ।‌ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।You Can Read :ମେମୁ ଟ୍ରେନ୍‌ରୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଚାଙ୍ଗଡା ଦ୍ବାରରୁ ବେହରଣ ଦ୍ବାର ଯାଏଁ ପଡିଥିଲା ରକ୍ତଛିଟା

ପୁରୀ ୨୧।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଚାଙ୍ଗଡା ଦ୍ବାର ଠାରୁ ବେହରଣ ଦ୍ବାର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି ।‌ ସକାଳ ଧୂପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା । ଧୁଆଧୋଇ ହୋଇ ଚୂନ ପାଣି ପଡ଼ିବା ପରେ ଚାଲିଛି ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି ।‌ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

You Can Read :

ମେମୁ ଟ୍ରେନ୍‌ରୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି