ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
ବ୍ରହ୍ମପୁର, ୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଅଗ୍ନିଶମ ବିଭାଗ ଜବତ କରିଛି। ମୃତକ ହେଲେ ଏ.ମୋହନ ରାଓ ଓ ତାଙ୍କ ସ୍ତ୍ରୀ ଏ. ଜ୍ୟୋତି ଲଷ୍ମୀ। ସର୍ଟ ସର୍କିଟରୁ ଘର ଭିତରେ ଥିବା ଫ୍ରିଜରେ ନିଆଁ ଲାଗିବା ପରେ ଗ୍ୟାସ୍ ଲିକରୁ ଏଭଳି ଘଟଣା ଘଟିଥିବା ଘଟିଛି। ଫଳରେ ଶ୍ୱାସରୁଦ୍ଧ ହୋଇ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ […] The post ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ appeared first on Dharitri Odia News.
ବ୍ରହ୍ମପୁର, ୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଅଗ୍ନିଶମ ବିଭାଗ ଜବତ କରିଛି। ମୃତକ ହେଲେ ଏ.ମୋହନ ରାଓ ଓ ତାଙ୍କ ସ୍ତ୍ରୀ ଏ. ଜ୍ୟୋତି ଲଷ୍ମୀ। ସର୍ଟ ସର୍କିଟରୁ ଘର ଭିତରେ ଥିବା ଫ୍ରିଜରେ ନିଆଁ ଲାଗିବା ପରେ ଗ୍ୟାସ୍ ଲିକରୁ ଏଭଳି ଘଟଣା ଘଟିଥିବା ଘଟିଛି। ଫଳରେ ଶ୍ୱାସରୁଦ୍ଧ ହୋଇ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ପୂର୍ଣଚନ୍ଦ୍ର ମାରାଣ୍ଡି ସନ୍ଦେହ କରୁଛନ୍ତି। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ appeared first on Dharitri Odia News.