ସକାଳୁ ସକାଳୁ ରାଜଧାନୀରେ ବଡ଼ ଏନକାଉଣ୍ଟର
ଭୁବନେଶ୍ୱର,୯।୩: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ସକାଳୁ ସକାଳୁ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଗୁରୁତର ଦୀପକ। ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା। The post ସକାଳୁ ସକାଳୁ ରାଜଧାନୀରେ ବଡ଼ ଏନକାଉଣ୍ଟର appeared first on Dharitri Odia News.
ଭୁବନେଶ୍ୱର,୯।୩: ରାତି ଅଧରେ ରାଜଧାନୀ ଛାତି ଉପରେ ଏନକାଉଣ୍ଟର। ସକାଳୁ ସକାଳୁ ହୋଇଛି ବଡ଼ ଏନକାଉଣ୍ଟର। ବଡ଼ଗଡ଼ ଅଞ୍ଚଳରେ ଏଟିଏମ ଲୁଟ ବେଳେ ଲୁଟେରା-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଗୁଳି ବିନିମୟ ହୋଇଥିଲା।
ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର। ପ୍ରଥମେ କ୍ୟାପିଟାଲ ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଗୁରୁତର ଦୀପକ। ବିଭିନ୍ନ ଥାନାରେ ଦୀପକ କୁମାର ନାମରେ ରହିଛି ଅନେକ ମାମଲା।
The post ସକାଳୁ ସକାଳୁ ରାଜଧାନୀରେ ବଡ଼ ଏନକାଉଣ୍ଟର appeared first on Dharitri Odia News.