ସପ୍ତଶଯ୍ୟାରେ ୫ ଛାତ୍ର ନିଖୋଜ, ବନ ବିଭାଗ ପକ୍ଷରୁ ଖୋଜା ଜାରି
ଢେଙ୍କାନାଳ: ସପ୍ତଶଯ୍ୟାରେ ୫ ଛାତ୍ର ନିଖୋଜ । ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ। ବୁଲିବାକୁ ଆସି ପାହାଡ ଉପରକୁ ଯାଇ ଛାତ୍ରମାନେ ଫେରି ପାରୁନାହାନ୍ତି । ବାଟବଣା ଛାତ୍ରମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ସନ୍ଧ୍ୟା ପରେ ବାଟ ନପାଇ ବାଟବଣା ହୋଇଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ,ସୁଜିତ ସାହୁ ଓ […] The post ସପ୍ତଶଯ୍ୟାରେ ୫ ଛାତ୍ର ନିଖୋଜ, ବନ ବିଭାଗ ପକ୍ଷରୁ ଖୋଜା ଜାରି appeared first on KNews Odisha.

ଢେଙ୍କାନାଳ: ସପ୍ତଶଯ୍ୟାରେ ୫ ଛାତ୍ର ନିଖୋଜ । ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ। ବୁଲିବାକୁ ଆସି ପାହାଡ ଉପରକୁ ଯାଇ ଛାତ୍ରମାନେ ଫେରି ପାରୁନାହାନ୍ତି । ବାଟବଣା ଛାତ୍ରମାନେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ସନ୍ଧ୍ୟା ପରେ ବାଟ ନପାଇ ବାଟବଣା ହୋଇଯାଇଛନ୍ତି । ନିଖୋଜ ଛାତ୍ର ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ,ସୁଜିତ ସାହୁ ଓ ଲକି ଦାସ ।
The post ସପ୍ତଶଯ୍ୟାରେ ୫ ଛାତ୍ର ନିଖୋଜ, ବନ ବିଭାଗ ପକ୍ଷରୁ ଖୋଜା ଜାରି appeared first on KNews Odisha.