ସବୁ ବଡ଼ ସେଲିବ୍ରେଟି ବିଜେପିରେ, କଣ କରିବ ବିଜେଡି ?

ପୂର୍ବ ନିର୍ବାଚନରେ ବିଜେଡିକୁ ଯେଉଁଭଳି ଯାଉଥିଲେ, ଚଳିତ ନିର୍ବାଚନରେ ବିଜେପିକୁ ସେମିତି । କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ। 

ସବୁ ବଡ଼ ସେଲିବ୍ରେଟି ବିଜେପିରେ, କଣ କରିବ ବିଜେଡି ?

ସବୁ ବଡ଼ ସେଲିବ୍ରେଟି ଏବେ ବିଜେପିରେ ମିଶୁଛନ୍ତି । ବିଜେଡିରୁ ଏଥର ମୁହଁ ଫେରାଉଛନ୍ତି । ପୂର୍ବ ନିର୍ବାଚନରେ ବିଜେଡିକୁ ଯେଉଁଭଳି ଯାଉଥିଲେ, ଚଳିତ ନିର୍ବାଚନରେ ବିଜେପିକୁ ସେମିତି । କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ।