ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଚୟନ ହେଲେ ଉଦଘୋଷକ

ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ ୨୦୨୫ ପାଇଁ ଉଦଘୋଷକ ଚୟନ କରାଯାଇଛି। ଏଥିରେ ସମ୍ବଲପୁରୀ ଭାଷାରେ ଉପସ୍ଥାପନା ପାଇଁ ଉମା ଶଙ୍କର ଦାସ,ସ୍ୱାଗତିକା ପଣ୍ଡା, ଶୁଶ୍ରୀ ପାଣିଗ୍ରାହୀ, ଗଣେଷ ମେହେର, ଲକ୍ଷ୍ମୀ ପ୍ରୀୟା ପତି ଇଂରାଜୀ ଭାଷା ପାଇଁ ଜ୍ୟୋତିରାଦିତ୍ୟ ମହାନ୍ତି, ଅର୍ଚିକା ପ୍ରୀୟଦର୍ଶିନୀ ପଣ୍ଡା, ସ୍ବାଗତ ବିଶ୍ବାଳ, ସୃଷ୍ଟି ରେଖା ଆଚାର୍ଯ୍ୟ, ଗୀତାଞ୍ଜଳି ନାୟକଙ୍କୁ ଚୟନ କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖରେ ଉଦଘୋଷକ ଉପ ସମିତି ଦ୍ବାରା ବିଭିନ୍ନ ଭାଷାରେ ଉପସ୍ଥାପନା ପାଇଁ […] The post ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଚୟନ ହେଲେ ଉଦଘୋଷକ appeared first on Odisha.News.

ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଚୟନ ହେଲେ ଉଦଘୋଷକ

ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ ୨୦୨୫ ପାଇଁ ଉଦଘୋଷକ ଚୟନ କରାଯାଇଛି। ଏଥିରେ ସମ୍ବଲପୁରୀ ଭାଷାରେ ଉପସ୍ଥାପନା ପାଇଁ ଉମା ଶଙ୍କର ଦାସ,ସ୍ୱାଗତିକା ପଣ୍ଡା, ଶୁଶ୍ରୀ ପାଣିଗ୍ରାହୀ, ଗଣେଷ ମେହେର, ଲକ୍ଷ୍ମୀ ପ୍ରୀୟା ପତି ଇଂରାଜୀ ଭାଷା ପାଇଁ ଜ୍ୟୋତିରାଦିତ୍ୟ ମହାନ୍ତି, ଅର୍ଚିକା ପ୍ରୀୟଦର୍ଶିନୀ ପଣ୍ଡା, ସ୍ବାଗତ ବିଶ୍ବାଳ, ସୃଷ୍ଟି ରେଖା ଆଚାର୍ଯ୍ୟ, ଗୀତାଞ୍ଜଳି ନାୟକଙ୍କୁ ଚୟନ କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ୨୨ ତାରିଖରେ ଉଦଘୋଷକ ଉପ ସମିତି ଦ୍ବାରା ବିଭିନ୍ନ ଭାଷାରେ ଉପସ୍ଥାପନା ପାଇଁ ଉଦଘୋଷକ ଚୟନ କରାଯାଇଛି । ଏଥିରେ ୫୦ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ। ଲୋକ ମହୋତ୍ସବ ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ହୋତା ଏବଂ ରଞ୍ଜନ ସାହୁଙ୍କ ଅନୁମୋଦନ ପରେ ଉଦଘୋଷକ ଉପ ସମିତି ର ଆବାହକ ମିମାଂସା ରଥ ସୂଚନା ଦେଇଛନ୍ତି।

The post ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଚୟନ ହେଲେ ଉଦଘୋଷକ appeared first on Odisha.News.