ସମ୍ବଲପୁରରେ ଏନକାଉଣ୍ଟର, ଦୁର୍ବୃତ୍ତକୁ ବୁର୍ଲା ମିଡ଼ିକାଲ ସ୍ଥାନାନ୍ତର
ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନଘାଟି ପୁରୁଣା ବରଫ ଫେକ୍ଟ୍ରି ଠାରେ ଏନକାଉଣ୍ଟର l ଡକାୟତି କରି ଫେରାର ହେଉଥିବା ବେଳେ ପୋଲିସ ଦ୍ୱାରା ହୋଇଛି ଏନକାଉଣ୍ଟର l ମଦ ଦୋକାନରୁ ଡକାୟତି କରି ଫେରାର ହେଉଥିଲା l 3 ଲକ୍ଷ 20 ହଜ଼ାର ଟଙ୍କା ଲୁଟ କରି ଫେରାର ହେଉଥିଲା ଦୁର୍ବୃତ୍ତ l ଏନକାଉଣ୍ଟର କରାଯାଇଥିବା ଡକାୟତର ନାମ ହେଉଛି ଜାକବ l ସେ କୋରାପୁଟ ଲକ୍ଷ୍ମୀପୁର ଅଂଚଳର l ତା ଗୋଡ଼ରେ […] The post ସମ୍ବଲପୁରରେ ଏନକାଉଣ୍ଟର, ଦୁର୍ବୃତ୍ତକୁ ବୁର୍ଲା ମିଡ଼ିକାଲ ସ୍ଥାନାନ୍ତର appeared first on KNews Odisha.

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ କେନଘାଟି ପୁରୁଣା ବରଫ ଫେକ୍ଟ୍ରି ଠାରେ ଏନକାଉଣ୍ଟର l ଡକାୟତି କରି ଫେରାର ହେଉଥିବା ବେଳେ ପୋଲିସ ଦ୍ୱାରା ହୋଇଛି ଏନକାଉଣ୍ଟର l ମଦ ଦୋକାନରୁ ଡକାୟତି କରି ଫେରାର ହେଉଥିଲା l 3 ଲକ୍ଷ 20 ହଜ଼ାର ଟଙ୍କା ଲୁଟ କରି ଫେରାର ହେଉଥିଲା ଦୁର୍ବୃତ୍ତ l ଏନକାଉଣ୍ଟର କରାଯାଇଥିବା ଡକାୟତର ନାମ ହେଉଛି ଜାକବ l ସେ କୋରାପୁଟ ଲକ୍ଷ୍ମୀପୁର ଅଂଚଳର l ତା ଗୋଡ଼ରେ ବାଜିଛି ଗୁଳି l ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି l ତା ସହିତ ଆଉ 12 ଜଣ ଡକାୟତ ମଧ୍ୟ ଗିରଫ ହୋଇଛନ୍ତି l ସମସ୍ତ 12 ଡକାୟତ କୋରାପୁଟ ଓ ରାୟଗଡା ଅଂଚଳର l ସେମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅଭିଯୋଗ ରହିଛି ବୋଲି ପୋଲିସ କହିଛି l
The post ସମ୍ବଲପୁରରେ ଏନକାଉଣ୍ଟର, ଦୁର୍ବୃତ୍ତକୁ ବୁର୍ଲା ମିଡ଼ିକାଲ ସ୍ଥାନାନ୍ତର appeared first on KNews Odisha.