ସମ୍ବଲପୁରରେ ପୁଣି ଏନକାଉଣ୍ଟର, ଦୁଇ ଗୋ-ମାଫିଆଙ୍କ ଗୋଡରେ ବାଜିଛି ଗୁଳି

ନୂଆଦିଲ୍ଲୀ ୧୧/୦୩: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କିଛି ଦିନର ବ୍ୟବଧାନ ପରେ ପୁଣି ଏନକାଉଣ୍ଟର କଲା ସମ୍ବଲପୁର ପୋଲିସ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଦୁଇ ଜଣ ଗୋ ଚାଲାଣକାରୀ ତଥା ମାଫିଆଙ୍କୁ ଏନକାଉଣ୍ଟର କଲା ପୋଲିସ । ଏଥିରେ ଜଣଙ୍କର ବାମ ଗୋଡ ଓ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି । ସମୁଦାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଲିସ ୨ଟି ଦେଶୀ ବନ୍ଧୁକ , ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି । also read...ସକାଳୁ ସକାଳୁ ଦୁର୍ଦ୍ଦାନ୍ତ ଅପରାଧିକୁ ଏନ୍‌କାଉଣ୍ଟର, ମହେଶ ପାଦରେ ବାଜିଛି ଗୁଳିସୂଚନା ଥାଉକି, ଗତ କିଛି ଦିନ ହେବ ସମ୍ୱଲପୁରରେ ବଢିଚାଲିଛି ଅପରାଧ । ଅପରାଧୀଙ୍କୁ ଚେକ୍ ଦେବାକୁ ପୋଲିସ ପକ୍ଷରୁ ଜାରି ରହିଛି ଅଭିଯାନ । ଏହି ଅଭିଯାନରେ ପୋଲିସ ପକ୍ଷରୁ ବାରମ୍ୱାର ଏନ୍‌କାଉଣ୍ଟର କରାଯାଉଛି । ମଙ୍ଗଳବାର ଦୁଇ-ଗୋ ମାଫିଆଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ । ଦୁଇଜଣଙ୍କ ଗୋଡ ଓ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି । ସମୁଦାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ପୋଲିସ ୨ଟି ଦେଶୀ ବନ୍ଧୁକ, ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି । 

ସମ୍ବଲପୁରରେ ପୁଣି ଏନକାଉଣ୍ଟର, ଦୁଇ ଗୋ-ମାଫିଆଙ୍କ ଗୋଡରେ ବାଜିଛି ଗୁଳି

ନୂଆଦିଲ୍ଲୀ ୧୧/୦୩: ସମ୍ବଲପୁରରେ ପୁଣି ଏନକାଉଣ୍ଟର । କିଛି ଦିନର ବ୍ୟବଧାନ ପରେ ପୁଣି ଏନକାଉଣ୍ଟର କଲା ସମ୍ବଲପୁର ପୋଲିସ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ଦୁଇ ଜଣ ଗୋ ଚାଲାଣକାରୀ ତଥା ମାଫିଆଙ୍କୁ ଏନକାଉଣ୍ଟର କଲା ପୋଲିସ । ଏଥିରେ ଜଣଙ୍କର ବାମ ଗୋଡ ଓ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି । ସମୁଦାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଲିସ ୨ଟି ଦେଶୀ ବନ୍ଧୁକ , ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି । 

also read...

ସକାଳୁ ସକାଳୁ ଦୁର୍ଦ୍ଦାନ୍ତ ଅପରାଧିକୁ ଏନ୍‌କାଉଣ୍ଟର, ମହେଶ ପାଦରେ ବାଜିଛି ଗୁଳି

ସୂଚନା ଥାଉକି, ଗତ କିଛି ଦିନ ହେବ ସମ୍ୱଲପୁରରେ ବଢିଚାଲିଛି ଅପରାଧ । ଅପରାଧୀଙ୍କୁ ଚେକ୍ ଦେବାକୁ ପୋଲିସ ପକ୍ଷରୁ ଜାରି ରହିଛି ଅଭିଯାନ । ଏହି ଅଭିଯାନରେ ପୋଲିସ ପକ୍ଷରୁ ବାରମ୍ୱାର ଏନ୍‌କାଉଣ୍ଟର କରାଯାଉଛି । ମଙ୍ଗଳବାର ଦୁଇ-ଗୋ ମାଫିଆଙ୍କୁ ଏନ୍‌କାଉଣ୍ଟର କରିଛି ପୋଲିସ । ଦୁଇଜଣଙ୍କ ଗୋଡ ଓ ଅନ୍ୟ ଜଣଙ୍କର ଡାହାଣ ଗୋଡରେ ଗୁଳି ବାଜିଛି । ସମୁଦାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ପୋଲିସ ୨ଟି ଦେଶୀ ବନ୍ଧୁକ, ୪ଟି ଖୋକା, ଗୋଟିଏ କାର୍ ଜବତ କରାଯାଇଛି ।