ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍‌ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପରେ ଦିଲ୍ଲୀ ସରକାରଙ୍କୁ ନୋଟିସ ପଠାଇ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସତ୍ୟ ହୋଇଥିଲେ ଏହା ମାନବାଧିକାରର ଗୁରୁତର ଉଲ୍ଲଂଘନ ବୋଲି ଏନ୍‌ଏଚ୍‌ଆର୍‌ସି କହିଛି। The post ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ appeared first on Dharitri Odia News.

ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍‌ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପରେ ଦିଲ୍ଲୀ ସରକାରଙ୍କୁ ନୋଟିସ ପଠାଇ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସତ୍ୟ ହୋଇଥିଲେ ଏହା ମାନବାଧିକାରର ଗୁରୁତର ଉଲ୍ଲଂଘନ ବୋଲି ଏନ୍‌ଏଚ୍‌ଆର୍‌ସି କହିଛି।

The post ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ appeared first on Dharitri Odia News.