ସହର ସହର ଗୋଡ଼େଇଲାଣି ଡାଇରିଆ ଡର

ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ। ସହରଯାକ ଆବର୍ଜନା ଯେଉଁଠି ପାସ୍ କରୁଛି, ତାଉ ଉପରେ ବେଧଡ଼କ ଚାଲିଛି ଖାଦ୍ୟ ବେପାର। ଖୋଦ୍ କଟକ ସହର ଓ ଜଗତସିଂହପୁରରେ ଆଗରେ ହୋଟେଲ, ଆଉ ହୋଟେଲ ପଛପଟେ ମାଛି ଭଣ ଭଣ ପରିବେଶ।

ସହର ସହର ଗୋଡ଼େଇଲାଣି ଡାଇରିଆ ଡର
Array