ସିଲ୍ ହେଲା ଜନସେବା କେନ୍ଦ୍ର, 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ

ଖୋର୍ଦ୍ଧା ୧୨।୯: ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌର ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ର ସିଲ୍ ହୋଇଛି । 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ ।ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ରକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଜନସେବା କେନ୍ଦ୍ରର 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ନିଆଯାଇଛି ।You Can Read:ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ ଗିରଫ, ସମ୍ପତ୍ତିରେ ରହିଛି ୬ ବହୁତଳ କୋଠା ସହ ୫ ପ୍ଲଟ୍

ସିଲ୍ ହେଲା ଜନସେବା କେନ୍ଦ୍ର, 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ

ଖୋର୍ଦ୍ଧା ୧୨।୯: ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌର ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ର ସିଲ୍ ହୋଇଛି । 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ପରିଷଦ ମୁକୁନ୍ଦପ୍ରସାଦରେ ଥିବା ଜନସେବା କେନ୍ଦ୍ରକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଜନସେବା କେନ୍ଦ୍ରର 'ସୁଭଦ୍ରା' ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ନିଆଯାଇଛି ।

You Can Read:

ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ ଗିରଫ, ସମ୍ପତ୍ତିରେ ରହିଛି ୬ ବହୁତଳ କୋଠା ସହ ୫ ପ୍ଲଟ୍