ସିୟୁଇଟି-ୟୁଜି ୨୦୨୪ ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି
ଡେସ୍କ: ସିୟୁଇଟି-ୟୁଜି ୨୦୨୪ ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର କହିଛନ୍ତି ଯେ ବିଭିନ୍ନ ସ୍ଥରରୁ ଅନୁରୋଧ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସିୟୁଇଟି (ୟୁଜି)-୨୦୨୪ ପରୀକ୍ଷା ୩୮୦ଟି ସହରରେ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୨୬ଟି ସହର ଭାରତ ବାହାରେ ରହିଛି।