ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର
ଭୁବନେଶ୍ୱର ୦୮।୦୮ : ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ । ଝାଡଖଣ୍ଡ ଜରେଇକେଲା ଥାନା ଛୋଟା ନାଗାରା ବରିହା ଜଙ୍ଗଲରେ ହୋଇଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି । ଖବର ଅନୁଯାୟୀ, ବରିହା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କୋବ୍ରା ବାଟାଲିୟନ୍ରେ ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ, ହେଲେ ଅପରେସନ ସମୟରେ ଏକ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଜଣେ ଯବାନ ଆହତ ହୋଇଛନ୍ତି । ଏହାପରେ ତୁରନ୍ତ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଛି । ସେପଟେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତ ମାଓବାଦୀ । ଏବେ ବି କୁମ୍ବିଂ ଅପରେସନ ଚାଲିଛି ।
ଭୁବନେଶ୍ୱର ୦୮।୦୮ : ସୀମାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ । ଝାଡଖଣ୍ଡ ଜରେଇକେଲା ଥାନା ଛୋଟା ନାଗାରା ବରିହା ଜଙ୍ଗଲରେ ହୋଇଛି ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି ।
ଖବର ଅନୁଯାୟୀ, ବରିହା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କୋବ୍ରା ବାଟାଲିୟନ୍ରେ ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ, ହେଲେ ଅପରେସନ ସମୟରେ ଏକ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଜଣେ ଯବାନ ଆହତ ହୋଇଛନ୍ତି । ଏହାପରେ ତୁରନ୍ତ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଛି । ସେପଟେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତ ମାଓବାଦୀ । ଏବେ ବି କୁମ୍ବିଂ ଅପରେସନ ଚାଲିଛି ।