ସୁନା ଦର ଛୁଇଁଲା ୭୪ ହଜାର
ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି। ଗୁରୁବାର ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କାକୁ ବୃଦ୍ଧି ପାଇଛି। ଆଉ ୨୨ କ୍ୟାରେଟ୍ ସୁନା ଦର ୧୦ […] The post ସୁନା ଦର ଛୁଇଁଲା ୭୪ ହଜାର appeared first on Dharitri Odia News.
ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି।
ଗୁରୁବାର ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କାକୁ ବୃଦ୍ଧି ପାଇଛି। ଆଉ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢିଛି।
The post ସୁନା ଦର ଛୁଇଁଲା ୭୪ ହଜାର appeared first on Dharitri Odia News.